ନୂଆବର୍ଷ ଆରମ୍ଭରୁ ରାଜଧାନୀରେ ଗଡିଲା ମୁଣ୍ଡ ; ଯୁବକଙ୍କୁ ହାଣି କଲେ ହତ୍ୟା

ଖଣ୍ଡାରେ ହାଣି ପକାଇଲେ । ଭୁବନେଶ୍ବରରେ ଯୁବକଙ୍କୁ ବିଭତ୍ସ ହତ୍ୟା। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ରେଳ ଧାରଣାରୁ ମିଳଲା ମୃତଦେହ।

ଅଦ୍ୟତନ ହୋଇଛି
32aaaa


 କନକ ବ୍ୟୁରୋ: ଖଣ୍ଡାରେ ହାଣି ପକାଇଲେ । ଭୁବନେଶ୍ବରରେ ଯୁବକଙ୍କୁ ବିଭତ୍ସ ହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ରେଳ ଧାରଣାରୁ ମିଳଲା ମୃତଦେହ। ପୁନମା ଗେଟ୍ ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଘଟଣାରେ ଛାନବିନ୍ କରୁଛି ପୋଲିସ । 
 
ତେବେ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟୁଥିବାରୁ ଭୁବନେଶ୍ବର ଅପରାଧର ଆଡ୍ଡା ପାଲଟିଛି ବୋଲି କହୁହାଯାଉଛି, ପୂର୍ବରୁ ଏୟାରପୋର୍ଟ ଅଞ୍ଚର ଜଣେ ଯୁବକଙ୍କୁ ମାରି ଗାଁ ଦାଣ୍ଡରେ ଫିଙ୍ଗିଦେଇଥିଲେ । ଯାହା କମିଶନରେଟ ପୋଲିସ ପାଇଁ ମୁଁ ମୁଣ୍ଡବ୍ୟଥାର କାରଣ ହୋଇଛି  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe