ନାଗାବଳୀ ନଦୀରେ ଭାସିଗଲେ ଯୁବକ । ଆନ୍ଧ୍ରରୁ ରାୟଗଡ଼ା ଆସି ଗାଧୋଇବା ବେଳେ ଭାସି ନିଖୋଜ

Advertisment

ନାଗାବଳୀ ନଦୀରେ ଭାସିଗଲେ ଯୁବକ । ରାୟଗଡ଼ା ଜିଲ୍ଲା ମାରିଗୁଡ଼ାସ୍ଥିତ ନାଗାବଳୀ ନଦୀରେ ଜଣେ ଯୁବକ ଭାସିଯାଇଛନ୍ତି । ତାଙ୍କର କୌଣସି ଖୋଜ୍ ଖବର ମିଳୁନି ।

ନାଗାବଳୀ ନଦୀରେ ଭାସିଗଲେ ଯୁବକ । ରାୟଗଡ଼ା ଜିଲ୍ଲା ମାରିଗୁଡ଼ାସ୍ଥିତ ନାଗାବଳୀ ନଦୀରେ ଜଣେ ଯୁବକ ଭାସିଯାଇଛନ୍ତି । ତାଙ୍କର କୌଣସି ଖୋଜ୍ ଖବର ମିଳୁନି ।

nagabali

Photograph: (kanaknews)

କନକ ବ୍ୟୁରୋ : ନାଗାବଳୀ ନଦୀରେ ଭାସିଗଲେ ଯୁବକ । ରାୟଗଡ଼ା ଜିଲ୍ଲା ମାରିଗୁଡ଼ାସ୍ଥିତ ନାଗାବଳୀ ନଦୀରେ ଜଣେ ଯୁବକ ଭାସିଯାଇଛନ୍ତି । ତାଙ୍କର କୌଣସି ଖୋଜ୍ ଖବର ମିଳୁନି । ଆନ୍ଧ୍ରପ୍ରଦେଶ ବିଜୟନଗରରୁ ପରିବାର ସହ ରାୟଗଡ଼ା ଆସିଥିଲେ । ମା’ ମଝିଘରିଆଣିଙ୍କୁ ଦର୍ଶନ କରିବା ପରେ ନାଗାବଳୀ ନଦୀ ସ୍ଥିତ ଝୁଲା ବ୍ରିଜ ବୁଲିବା ପାଇଁ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ ୧୮ବର୍ଷୀୟ ସାଇ କ୍ରିଷ୍ଣା ନଦୀ ସ୍ରୋତରେ ଭାସି ଯାଇଛନ୍ତି । ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe