ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ ; ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର

ସାପ କାମୁଡ଼ିବା ପରେ ସାପକୁ ମାରି ସାଙ୍ଗରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ ।  ଉଦଳା ଥାନା ନାଗପାଳ ଗାଁର ଘଟଣା । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର  ।

snake bite

snake bite Photograph: (KanakNews)

କନକ ବ୍ୟୁରୋ: ପ୍ରଥମେ ସାପ କାମୁଡିଲା, ପରେ ସାପକୁ ମାରି ସାଙ୍ଗରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଉଦଳା ଥାନା ନାଗପାଳ ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଅଜିତ କର୍ମକାର ନାମକ ଯୁବକଙ୍କୁ ବିଷାକ୍ତ ନାଗ ସାପ କାମୁଡିଥିଲା । ଏହା ଜାଣିବା ପରେ ଯୁବକ ଅଜିତ ସାପଟିକୁ କଚାଡି ମାରିଦେଇଥିଲେ । ପରେ ସାପଟିକୁ ଧରି ସେ ମେଡ଼ିକାଲରେ ପହଞ୍ଚିଥିଲେ । ଧୀରେ ଧିରେ ଯୁବକ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe