ସମ୍ବାଦ ପକ୍ଷରୁ ଷଷ୍ଠ ଯୋଗାଥନ୍‌ କାର୍ଯ୍ୟକ୍ରମ ଆୟୋଜନ । ୪୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ।

Advertisment

ସମ୍ବାଦ ପକ୍ଷରୁ ଷଷ୍ଠ ଯୋଗାଥନ୍‌ କାର୍ୟ୍ୟକ୍ରମ ଆୟୋଜନ । ରାଜଧାନୀ ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଯୋଗାଭ୍ୟାସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ୪୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ।

ସମ୍ବାଦ ପକ୍ଷରୁ ଷଷ୍ଠ ଯୋଗାଥନ୍‌ କାର୍ୟ୍ୟକ୍ରମ ଆୟୋଜନ । ରାଜଧାନୀ ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଯୋଗାଭ୍ୟାସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ୪୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ।

02-yoga

କନକ ବ୍ୟୁରୋ: ସମ୍ବାଦ ପକ୍ଷରୁ ଆୟୋଜନ ହେଲା ଷଷ୍ଠ ଯୋଗାଥନ୍‌ କାର୍ଯ୍ୟକ୍ରମ । ରାଜଧାନୀ ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଯୋଗାଭ୍ୟାସ କରାଯାଉଛି ।  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଏଥିରେ ୪୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ କରିଛନ୍ତି । ବିଭିନ୍ନ ପ୍ରକାର ଯୋଗ ଆସନ, ପ୍ରାଣାୟମ, କ୍ରିୟା ଆଦି କରାଯାଉଛି । ଯୋଗ କେଉଁ ଭଳି ଶରୀରକୁ ସୁସ୍ଥତା ସହିତ ମାନସିକ ସୁସ୍ଥତାରେ ମଧ୍ୟ ସହାୟକ ହୋଇଥାଏ ତାହା ଏଥିରେ ଆଲୋଚନା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe