କନକ ବ୍ୟୁରୋ: ସମ୍ବାଦ ପକ୍ଷରୁ ଆୟୋଜନ ହେଲା ଷଷ୍ଠ ଯୋଗାଥନ୍ କାର୍ଯ୍ୟକ୍ରମ । ରାଜଧାନୀ ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଯୋଗାଭ୍ୟାସ କରାଯାଉଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଏଥିରେ ୪୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ କରିଛନ୍ତି । ବିଭିନ୍ନ ପ୍ରକାର ଯୋଗ ଆସନ, ପ୍ରାଣାୟମ, କ୍ରିୟା ଆଦି କରାଯାଉଛି । ଯୋଗ କେଉଁ ଭଳି ଶରୀରକୁ ସୁସ୍ଥତା ସହିତ ମାନସିକ ସୁସ୍ଥତାରେ ମଧ୍ୟ ସହାୟକ ହୋଇଥାଏ ତାହା ଏଥିରେ ଆଲୋଚନା କରାଯାଉଛି ।
ସମ୍ବାଦ ପକ୍ଷରୁ ଷଷ୍ଠ ଯୋଗାଥନ୍ କାର୍ଯ୍ୟକ୍ରମ ଆୟୋଜନ । ୪୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ।
ସମ୍ବାଦ ପକ୍ଷରୁ ଷଷ୍ଠ ଯୋଗାଥନ୍ କାର୍ୟ୍ୟକ୍ରମ ଆୟୋଜନ । ରାଜଧାନୀ ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଯୋଗାଭ୍ୟାସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ୪୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ।
/kanak/media/media_files/2025/03/02/tE7CIP7vi2AjH2zeouEs.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)