କନକବ୍ୟୁରୋ : ଯାଜପୁରର ଯାତ୍ରା ଆଖଡାଶାଳରେ ଦେଖିବାକୁ ମିଳିଛି ଅଜଗର । ଯାତ୍ରା ପାର୍ଟି ତୁଳସୀ ଗଣନାଟ୍ୟର ଆଖଡାଶାଳରେ ଜଣେ ଅଭିନେତା ଅଜଗର ଧରି ଅଭ୍ୟାସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲିଚନ୍ଦ୍ରପୁର ଥାନା ବିକ୍ରମପୁର ଯାତ୍ରା ଆଖଡାଶାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହାପରେ ଚଣ୍ଡିଖୋଲ ବନ ବିଭାଗ ରେଞ୍ଜ ଅଫିସ ପକ୍ଷରୁ ଚଢାଉ କରାଯାଇଛି । କେଉଁ ପରିସ୍ଥିତିରେ ଜୀବନ୍ତ ଅଜଗରକୁ ନେଇ ଅଭିନୟ କରିଥିଲେ ସେ ନେଇ ପଚରାଉଚରା କରୁଛି ପୁଲିସ ।
ସାପ ସହ ଖେଳିଲେ ଯାତ୍ରା ଅଭିନେତା : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଯାଜପୁରର ଯାତ୍ରା ଆଖଡାଶାଳରେ ଦେଖିବାକୁ ମିଳିଛି ଅଜଗର । ଯାତ୍ରା ପାର୍ଟି ତୁଳସୀ ଗଣନାଟ୍ୟର ଆଖଡାଶାଳରେ ଜଣେ ଅଭିନେତା ଅଜଗର ଧରି ଅଭ୍ୟାସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ
/kanak/media/media_files/2025/07/22/jatra-2025-07-22-21-34-20.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)