କନକ ବ୍ୟୁରୋ: ଭରତପୁର ଥାନାରେ ନିର୍ଯାତନା ମାମଲାକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲ ହେଉଥିବାବେଲେ, ଥାନା ଭିତରେ ଚାଲିଛି ହୋମ ଯଜ୍ଞ, ତାହା ପୁଣି ଆଇଆଇସିଙ୍କ ଚାମ୍ବରରେ। ଆଉ ଏ ଯଜ୍ଞର କର୍ତ୍ତା ସାଜିଛନ୍ତି ଖୋଦ୍ ଆଇଆଇସି ଦୀପକ ଖଣ୍ଡାୟତ ରାୟ। ବ୍ରାହ୍ଣଣ ଆସି ପୂଜାପାଠ କରୁଛନ୍ତି। ମନ୍ତ୍ରୋଚାରଣ ଭିତରେ କମ୍ପୁଛି ଥାନା ପରିବେଶ। କିଛିଦିନ ହେଲା ଭରତପୁର ଥାନା ବିବାଦ ଘେରରେ ଥିବାବେଳେ, ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯଜ୍ଞ କରୁଛନ୍ତି ନୂଆ ଭାରପାପ୍ତ ଆଇଆଇସି।
ଭରତପୁର ଥାନାରେ ଚାଲିଛି ହୋମ ଯଜ୍ଞ: ଶାନ୍ତି ପ୍ରତିଷ୍ଠା ପାଇଁ ପୂଜା କରୁଛନ୍ତି ନୂଆ ଆଇସିସି
ଭରତପୁର ଥାନାରେ ନିର୍ଯାତନା ମାମଲାକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲ ହେଉଥିବାବେଲେ, ଥାନା ଭିତରେ ଚାଲିଛି ହୋମ ଯଜ୍ଞ, ତାହା ପୁଣି ଆଇଆଇସିଙ୍କ ଚାମ୍ବରରେ। ଆଉ ଏ ଯଜ୍ଞର କର୍ତ୍ତା ସାଜିଛନ୍ତି ଖୋଦ୍ ଆଇଆଇସି ଦୀପକ ଖଣ୍ଡାୟତ ରାୟ।
/kanak/media/media_files/9t6gCT5tJvKaf0x3pGOe.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)