କନକବ୍ୟୁରୋ : ସେ ଯୁବପିଢି ହେଉ କି ବୟସ୍କ, ଆଜିର ଦିନରେ ସବୁ ବୟସ ବର୍ଗରେ ଥିବା ଲୋକଙ୍କ ମୁଖ୍ୟ ସମସ୍ୟା ଏବେ ପାଲଟିଛି ଚୁଟି ଝଡିବା ବା ଚନ୍ଦାପଣ । ଏହାକୁ ନେଇ ଯୁବବର୍ଗ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଚିନ୍ତିତ । ଏହାର ଏବେ ମୁଖ୍ୟ କାରଣ ପାଲଟିଛି ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ବୃତ୍ତିଗତ ଜୀବନ ଏହା ମଧ୍ୟ ଆମ ଜୀବନରେ ପ୍ରମୁଖ କାରଣ ସାଜିଛି ।
ଚନ୍ଦାପଣ ବା ଚୁଟି ଝଡିବା କେବଳ ଏମିତି ଏକ ସମସ୍ୟା ଯାହା ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥାଏ । ଏହା ଏବେ ମନୋବଳ ଉପରେ ପ୍ରଭାବ ମଧ୍ୟ ପକାଇଥାଏ । ତେବେ ଆପଣମାନେ ଏ ସବୁ ସମସ୍ୟା ନେଇ ଏବେ ଚିନ୍ତିତ ଅଛନ୍ତି କି କିପରି ଏ ସମସ୍ତ ସମସ୍ୟାର ସମାଧାନ କରିବେ ତାକୁ ନେଇ ସମସ୍ୟାରେ ରହୁଛନ୍ତି କି ?
ତେବେ ଏବେ ଏ ସମସ୍ତ ସମସ୍ୟାକୁ ଆଉ ଚିନ୍ତା କରନ୍ତୁ ନାହିଁ । ତେବେ ଆପଣଙ୍କ ପାଇଁ ଖୁସିର ଖବର ଭୁବନେଶ୍ବରରେ ଏହାର ଅତି ଭରସାଯୋଗ୍ୟ, ଅତ୍ୟାଧୁନିକ, ଆଉ ପୁଣି ଅତି ସୁଲଭ ପଦ୍ଧତି ଉପଲବ୍ଧ କରାଉଛି ଆଲଟିମୋ କ୍ୟାପୋଲି ।