ଖରାଦିନେ ଚିନ୍ତା ବଢ଼ାଉଛି ରକ୍ତଚାପ: ଘରୋଇ ଉପାୟରେ କେମିତି କରିବେ ରକ୍ତଚାପ ନିୟନ୍ତ୍ରଣ

ବର୍ତ୍ତମାନ ଯୁଗରେ ଏକ ସାଧାରଣ ସମସ୍ୟା ପାଲଟିଛି ରକ୍ତଚାପ । ଖରାଦିନେ ତାପମାତ୍ରା ବଢିବା ଅନୁସାରେ ମନୁଷ୍ୟ ଶରୀରର ରକ୍ତଚାପ ପରିଚାଳନା ହୋଇଥାଏ । ପ୍ରଚଣ୍ଡ ଖରାରେ ଘରୁ ବାହାରକୁ ବାହାରିବା ମାତ୍ରେ କେତେ ବେଳେ ରକ୍ତଚାପ ଉଚ୍ଚ ରହେ ତ ଆଉ କେତେ ବେଳେ ନିଚ ରହେ ।

ଅଦ୍ୟତନ ହୋଇଛି
32sdvg

Photograph: (kanaknews)

କନକ ବ୍ୟୁରୋ: ବର୍ତ୍ତମାନ ଯୁଗରେ ଏକ ସାଧାରଣ ସମସ୍ୟା ପାଲଟିଛି ରକ୍ତଚାପ । ଖରାଦିନେ ତାପମାତ୍ରା ବଢିବା ଅନୁସାରେ ମନୁଷ୍ୟ ଶରୀରର ରକ୍ତଚାପ ପରିଚାଳନା ହୋଇଥାଏ । ପ୍ରଚଣ୍ଡ ଖରାରେ ଘରୁ ବାହାରକୁ ବାହାରିବା ମାତ୍ରେ କେତେ ବେଳେ ରକ୍ତଚାପ ଉଚ୍ଚ ରହେ ତ ଆଉ କେତେ ବେଳେ ନିଚ ରହେ । ଯାହାକି ଆମ ଶରୀର ପାଇଁ କ୍ଷତିକାରକ । ତେବେ ରକ୍ତଚାପ ଭଳି ରୋଗକୁ ଘରୋଇ ଉପଚାରରେ କିପରି ନିୟନ୍ତ୍ରଣ କରିବା ଓ କିପରି ନିଜକୁ ସୁସ୍ଥ ରଖିବା, ଏନେଇ କଣ ରହିଛି  ଉପଚାର ଜାଣନ୍ତୁ ।

ରକ୍ତଚାପର ଘରୋଇ ଉପଚାର 

-ରକ୍ତଚାପ ବଢ଼ିବା କିମ୍ବା କମିବା ଶରୀର ପାଇଁ କ୍ଷତିକାରକ
-ଘରୋଇ ଉପଚାରରେ କରିହେବ ନିୟନ୍ତ୍ରଣ
-ଦିନକୁ ଅଧ ଘଣ୍ଟା ଚାଲନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ
-୬ ରୁ ୮ ଘଣ୍ଟା ଶୁଅନ୍ତୁ
-ଦିନକୁ ୩ ରୁ ୪ ଲିଟର ପାଣି ପିଇବା ଦରକାର
-ଚାପରେ ରୁହନ୍ତୁ ନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe