ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍ : ଗୁଆହାଟୀରେ ଉଦ୍‌ଘାଟନୀ ମ୍ୟାଚ

Advertisment

ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍ । ଗୁଆହାଟୀରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ । ଦୁଇ ଆୟୋଜକ ଟିମ୍ ଭାରତ ଓ ଶ୍ରୀଲଙ୍କା ଆଜି ସାମ୍ନାସାମ୍ନି ହେବେ । 

ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍ । ଗୁଆହାଟୀରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ । ଦୁଇ ଆୟୋଜକ ଟିମ୍ ଭାରତ ଓ ଶ୍ରୀଲଙ୍କା ଆଜି ସାମ୍ନାସାମ୍ନି ହେବେ । 

7

Photograph: (kanaknews)

କନକବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍ । ଗୁଆହାଟୀରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ । ଦୁଇ ଆୟୋଜକ ଟିମ୍ ଭାରତ ଓ ଶ୍ରୀଲଙ୍କା ଆଜି ସାମ୍ନାସାମ୍ନି ହେବେ ।  ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା କ୍ରିକେଟ୍ ବିଶ୍ବକପକୁ ଆୟୋଜନ କରୁଛନ୍ତି  ।  ହରମନପ୍ରିତ୍ କୌରଙ୍କ ଅଧିନାୟକତ୍ବରେ ଭାରତୀୟ ମହିଳା ଟିମ୍ ପଡିଆକୁ ଓହ୍ଲାଇବ । ଭାରତୀୟ ଟିମ୍ ବ୍ୟାଟର ଓ ବୋଲରଙ୍କୁ ନେଇ ବେଶ୍ ସନ୍ତୁଳିତ ରହିଛି ।  ସ୍ମୃତି ମନ୍ଧାନା, ରିଚା ଘୋଷ, ଦୀପ୍ତି ଶର୍ମା, ରେଣୁକା ସିଂଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି। ସେପଟେ ଚମାରି ଆଟାପାଟୁଙ୍କ ନେତୃତ୍ବରେ ଶ୍ରୀଲଙ୍କା ଟିମ୍ ମଧ୍ୟ ବେଶ୍ ଶକ୍ତିଶାଳୀ  । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe