କନକ ବ୍ୟୁରୋ: ନାରୀଶକ୍ତି ଆଗାମୀ ଦିନରେ ଆହୁରି ସଶକ୍ତ ହେବ । ସବୁ କ୍ଷେତ୍ରରେ ନାରୀ ଆଗରେ ଅଛନ୍ତି। ମୋଦି ସରକାରରେ ନାରୀଙ୍କୁ ବେଶ ଗୁରୁତ୍ୱ ଦିଆଯାଉଛି । ଆମେ ତିନି ସାଂସଦ ହେଉଛି ତାର ଉଦାହରଣ ବୋଲି କହିଛନ୍ତି ଓଡିଶାର ତିନିଜଣ ମହିଳା ସାଂସଦ । ପ୍ରବାସୀ ଭାରତୀୟ ଦିବସର ନାରୀଶକ୍ତି କାର୍ୟ୍ୟକ୍ରମରେ ଯୋଗଦାନ କରି କହିଛନ୍ତି ରାଜ୍ୟର ତିନି ମହିଳା ସାଂସଦ । ବଲାଙ୍ଗୀର ସାଂସଦ ସଂଗୀତା ସିଂ ଦେଓ, କଳାହାଣ୍ଡିର ସାଂସଦ ମାଳବିକା ଦେଓ ଏବଂ ଆସ୍କା ସାଂସଦ ଅନିତା ସୁଭଦର୍ଶିନୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us