କନକ ବ୍ୟୁରୋ: ନାରୀଶକ୍ତି ଆଗାମୀ ଦିନରେ ଆହୁରି ସଶକ୍ତ ହେବ । ସବୁ କ୍ଷେତ୍ରରେ ନାରୀ ଆଗରେ ଅଛନ୍ତି। ମୋଦି ସରକାରରେ ନାରୀଙ୍କୁ ବେଶ ଗୁରୁତ୍ୱ ଦିଆଯାଉଛି । ଆମେ ତିନି ସାଂସଦ ହେଉଛି ତାର ଉଦାହରଣ ବୋଲି କହିଛନ୍ତି ଓଡିଶାର ତିନିଜଣ ମହିଳା ସାଂସଦ । ପ୍ରବାସୀ ଭାରତୀୟ ଦିବସର ନାରୀଶକ୍ତି କାର୍ୟ୍ୟକ୍ରମରେ ଯୋଗଦାନ କରି କହିଛନ୍ତି ରାଜ୍ୟର ତିନି ମହିଳା ସାଂସଦ । ବଲାଙ୍ଗୀର ସାଂସଦ ସଂଗୀତା ସିଂ ଦେଓ, କଳାହାଣ୍ଡିର ସାଂସଦ ମାଳବିକା ଦେଓ ଏବଂ ଆସ୍କା ସାଂସଦ ଅନିତା ସୁଭଦର୍ଶିନୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।
ନାରୀଶକ୍ତି ଆହୁରି ସଶକ୍ତ ହେବ : ପ୍ରବାସୀ ଭାରତୀୟ ଦିବସରେ ତିନି ମହିଳା ସାଂସଦଙ୍କ ଆହ୍ବାନ
ନାରୀଶକ୍ତି ଆଗାମୀ ଦିନରେ ଆହୁରି ସଶକ୍ତ ହେବ । ସବୁ କ୍ଷେତ୍ରରେ ନାରୀ ଆଗରେ ଅଛନ୍ତି। ମୋଦି ସରକାରରେ ନାରୀଙ୍କୁ ବେଶ ଗୁରୁତ୍ୱ ଦିଆଯାଉଛି । ଆମେ ତିନି ସାଂସଦ ହେଉଛି ତାର ଉଦାହରଣ ବୋଲି କହିଛନ୍ତି ଓଡିଶାର ତିନିଜଣ ମହିଳା ସାଂସଦ ।
/kanak/media/media_files/2025/01/10/4UKEEUpLI2mTrzmACH6F.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)