କନକ ବ୍ୟୁରୋ: ଆଜି ପୁରା ରାଜଧାନୀରେ ଭିନ୍ନ ମାହୋଲ । ଗୋଟେପଟେ ଗାଡକଣ ଗାଁରେ ପ୍ରଧାନମନ୍ତ୍ରୀ ଆବାସ୍ ଉଦଘାଟନ ହୋଇଥିବାରୁ ସେଠାରେ ଲୋକଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ । ତା’ ସାଙ୍ଗକୁ ଆଜି ମୋଦୀ ୭୪ ବର୍ଷରେ ପାଦ ଥାପିଥିବାରୁ ତାଙ୍କ ଜନ୍ମ ଦିନକୁ ଛେନାପୋଡ କାଟି ପାଳନ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ।
ଏହି ଅବସରରେ ମୋଦୀ ରାଜ୍ୟର ମହିଳାଙ୍କୁ ସୁଭଦ୍ରା ଯୋଜନା ପରି ଲାଭକାରୀ ଯୋଜନା ଭେଟି ଦେଉଥିବାରୁ ମୋଦୀଙ୍କୁ ଅଶେଷ କୃତଜ୍ଞତା ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତିି ମହିଳା ।
ଛେନାପୋଡ କାଟି ମୋଦୀଙ୍କ ଜନ୍ମଦିନ ପାଳିଲେ ମହିଳା : ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ।
ଆଜି ପୁରା ରାଜଧାନୀରେ ଭିନ୍ନ ମାହୋଲ । ଗୋଟେପଟେ ଗାଡକଣ ଗାଁରେ ପ୍ରଧାନମନ୍ତ୍ରୀ ଆବାସ୍ ଉଦଘାଟନ ହୋଇଥିବାରୁ ସେଠାରେ ଲୋକଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ । ତା’ ସାଙ୍ଗକୁ ଆଜି ମୋଦୀ ୭୪ ବର୍ଷରେ ପାଦ ଥାପିଥିବାରୁ ତାଙ୍କ ଜନ୍ମ ଦିନକୁ ଛେନାପୋଡ କାଟି ପାଳନ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ।
/kanak/media/media_files/vhyWERP0mO4A7IPbPatx.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)