କନକ ବ୍ୟୁରୋ: ନଦୀକୁ ଡେଇଁ ପଡିଲେ ମହିଳା । ବ୍ରିଜ ଉପରେ ମୋବାଇଲ୍ ଓ ଜୋତା ରଖି କୋଲାବ ନଦୀକୁ ଡେଇଁ ପଡିଲେ ମହିଳା । କୋରାପୁଟ ସୁନାବେଡ଼ା ଜାତୀୟ ରାଜପଥ ୨୬ ନିକଟ ଧୁରୁଗୁଡା ବ୍ରିଜ ନିକଟରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ କୋରାପୁଟ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରି ରଖିଛି । କୋରାପୁଟ ଟାଉନ ପୁଲିସ ମଧ୍ୟ ଉପସ୍ଥିତ ରହିଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ମହିଳା ଜଣଙ୍କ ନଦୀକୁ ଡେଇଁଲେ, ତାହା ତଦନ୍ତ ଏବେ ସାପେକ୍ଷ ।
ନଦୀକୁ ଡେଇଁ ପଡିଲେ ମହିଳା । ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ।
କୋରାପୁଟରେ ନଦୀକୁ ଡେଇଁ ପଡିଲେ ମହିଳା । ବ୍ରିଜ ଉପରେ ମୋବାଇଲ୍ ଓ ଜୋତା ରଖି କୋଲାବ ନଦୀକୁ ଡେଇଁ ପଡିଲେ । ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ । କାହିଁକି ଡେଇଁଲେ, କାରଣ ଅସ୍ପଷ୍ଟ ।
/kanak/media/media_files/2024/10/31/cEKs0f7V2OprFI7y2Hum.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)