କନକ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ଆସନ୍ତାକାଲି ଅପରାହ୍ନରୁ ଫର୍ମ ଦାଖଲ। ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଚିହ୍ନଟ କରାଯାଇଥିବା ସ୍ଥାନରେ ଫର୍ମ ଦାଖଲ ହୋଇପାରିବ। ଏଥିପାଇଁ ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଫର୍ମ ମିଳୁଛି। ଫର୍ମ ନେବା ପାଇଁ ସକାଳୁ ବିଭିନ୍ନ ଅଙ୍ଗନବାଡ଼ କେନ୍ଦ୍ରରେ ଲୋକେ ଭିଡ଼ ଜମାଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।
ସୁଭଦ୍ରା ଯୋଜନା ପଞ୍ଜିକରଣ ପାଇଁ ସବୁଠି ଲମ୍ୱା ଲାଇନ୍ ; ସେପ୍ଟେମ୍ୱର ୧୭ରେ ମିଳିବ ପ୍ରଥମ କିସ୍ତି
ସୁଭଦ୍ରା ଯୋଜନା ପଞ୍ଜିକରଣ ପାଇଁ ସବୁଠି ଲମ୍ୱା ଲାଇନ୍ ; ସେପ୍ଟେମ୍ୱର ୧୭ରେ ମିଳିବ ପ୍ରଥମ କିସ୍ତି । ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
/kanak/media/media_files/zEEXpKudiLVJM4vNJ2be.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)