ଉତ୍ପାଦିକା ଗୋଷ୍ଠୀ ଗଠନ କରି ପେପର ପ୍ଲେଟ ତିଆରି କରୁଛନ୍ତି ମହିଳା । ସ୍ଥାନୀୟ ବଜାରରେ ବିକ୍ରି କରି ହୋଇଛନ୍ତି ସ୍ୱାବଲମ୍ବୀ

Advertisment

ପ୍ରଥମେ ୩୦ ଜଣ ମହିଳା ଏକାଠି ହୋଇ କିଛି କିଛି ସଂଚୟ କଲେ ।  ଏହାପରେ ଏକ ମେସିନ କିଣି ପେପର ପ୍ଲେଟ ପ୍ରସ୍ତୁତ କଲେ । ଦୁଇଟି ସିପ୍ଟରେ ୧୫ ଜଣ ଲେଖାଏଁ ମହିଳା ଆସି କାମ କରୁଛନ୍ତି । ଧୀରେ ଧୀରେ ବ୍ୟବସାୟୀ ମାନେ ଆସି ମହିଳାଙ୍କ ଠାରୁ ପେପର ପ୍ଲେଟ, ଖଲି ଓ ଦନା କିଣିନେଉଛନ୍ତି । ଆଗକୁ ଭଲ ରୋଜଗାର ମିଳିବ ବୋଲି ସେମାନେ ଆଶା ରଖିଛନ୍ତି ।  ପ୍ଲେଟ ତିଆରି ସମୟରେ ବାହାରୁଥିବା କଟିଂ ପେପର ବିକ୍ରି କରି ମହିଳା ମାନେ ମଧ୍ୟ ରୋଜଗାର କରିପାରୁଛନ୍ତି । 

grgrtgg

tgrtgrt Photograph: (gggg)

କନକ ବ୍ୟୁରୋ : କଟକ ଜିଲ୍ଲା ନରସିଂହପୁର ବ୍ଲକ ନିଜିଗଡ଼ ପଂଚାୟତର ରଘୁନାଥଜୀଉ ଉତ୍ପାଦିକା ଗୋଷ୍ଠୀ ମହିଳା ମାନେ ରୋଜଗାର କରିବା ପାଇଁ ନୂଆ ବାଟ ବାଛିଛନ୍ତି । ପୂର୍ବରୁ ଏମାନେ କେବଳ ଘରକାମରେ ସୀମିତ ରହୁଥିଲେ । ଏବେ ମେସିନ ସାହାଯ୍ୟରେ ପେପର ପ୍ଲେଟ ପ୍ରସ୍ତୁତ କରୁଛନ୍ତି । ବାହାଘର ହେଉ କିମ୍ବା ବ୍ରତଘର ଭୋଜିଭାତ ସମୟରେ ପେପର ପ୍ଲେଟର ଆବଶ୍ୟକତା ପଡ଼ିଥାଏ । ଏହାକୁ ନଜରରେ ରଖି ମହିଳା ମାନେ ପେପର ପ୍ଲେଟ ବ୍ୟବସାୟ ଆରମ୍ଭ କରିଛନ୍ତି । ହେଲେ ବିକ୍ରି କରିବା କଷ୍ଟକର ହେଉଥିବାରୁ ରୋଜଗାରରେ ବାଧା ସୃଷ୍ଟି ହେଉଛି । 

ପ୍ରଥମେ ୩୦ ଜଣ ମହିଳା ଏକାଠି ହୋଇ କିଛି କିଛି ସଂଚୟ କଲେ ।  ଏହାପରେ ଏକ ମେସିନ କିଣି ପେପର ପ୍ଲେଟ ପ୍ରସ୍ତୁତ କଲେ । ଦୁଇଟି ସିପ୍ଟରେ ୧୫ ଜଣ ଲେଖାଏଁ ମହିଳା ଆସି କାମ କରୁଛନ୍ତି । ଧୀରେ ଧୀରେ ବ୍ୟବସାୟୀ ମାନେ ଆସି ମହିଳାଙ୍କ ଠାରୁ ପେପର ପ୍ଲେଟ, ଖଲି ଓ ଦନା କିଣିନେଉଛନ୍ତି । ଆଗକୁ ଭଲ ରୋଜଗାର ମିଳିବ ବୋଲି ସେମାନେ ଆଶା ରଖିଛନ୍ତି ।  ପ୍ଲେଟ ତିଆରି ସମୟରେ ବାହାରୁଥିବା କଟିଂ ପେପର ବିକ୍ରି କରି ମହିଳା ମାନେ ମଧ୍ୟ ରୋଜଗାର କରିପାରୁଛନ୍ତି । 

ମହିଳା ମାନେ ରୋଜଗାର କରିବା ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । ହେଲେ ଏହି ମହିଳା ମାନଙ୍କୁ କିଛି ସହାୟତା ମିଳିଲେ ସେମାନେ ଆହୁରି ଉପକୃତ ହୋଇପାରନ୍ତେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe