କନକ ବ୍ୟୁରୋ: ସିଲଭର ସିଟିରେ ଚାଞ୍ଚଲ୍ୟ, ମହିଳାଙ୍କୁ ଗଳାକାଟି ବୀଭତ୍ସ ହତ୍ୟା । କଟକ ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରୁ ଆସିଛି ଏଭଳି ହତ୍ୟାକାଣ୍ଡର ଚିତ୍ର । ଘର ଭିତରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ପୁଲିସ୍। ମୃତ ମହିଳା ପ୍ରିୟତମା ଦଲେଇ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସନ୍ତୋଷ ସିହ୍ନା ନାମକ ବ୍ୟକ୍ତି ପ୍ରିୟତମାଙ୍କୁ ପନିକିରେ ଆକ୍ରମଣ କରି ହତ୍ୟା କରିବା ପରେ ଫେରାର ଥିବା ଜଣାପଡିଛି। ସେପଟେ ଅଭିଯୁକ୍ତ ପୁଅ ଅଧିକାଶଂ ସମୟରେ ନିଶା ସେବନ କରି ଘରେ ଝଗଡ଼ା କରେ ବୋଲି ବାପା ନଗେନ୍ଦ୍ର ସିହ୍ନା କହିଛନ୍ତି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। 

Advertisment