ସାପ କାମୁଡ଼ାରେ ଚାଲିଗଲେ ମହିଳା ସରପଞ୍ଚ, ରାତିରେ ଶୋଇଥିବା ବେଳେ କାମୁଡ଼ିଲା ବିଷାକ୍ତ ସାପ

Advertisment

ରାତିରେ ଶୋଇଥିବା ବେଳେ କାମୁଡ଼ିଲା ବିଷାକ୍ତ ସାପ । ରାୟଗଡ଼ା କୁଲି ପଞ୍ଚାୟର ସରପଞ୍ଚଙ୍କ ମୃତ୍ୟୁ ।

ରାତିରେ ଶୋଇଥିବା ବେଳେ କାମୁଡ଼ିଲା ବିଷାକ୍ତ ସାପ । ରାୟଗଡ଼ା କୁଲି ପଞ୍ଚାୟର ସରପଞ୍ଚଙ୍କ ମୃତ୍ୟୁ ।

ସାପ କାମୁଡ଼ାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ସାପ କାମୁଡ଼ାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ Photograph: (KanakNews)

କନକ ବ୍ୟୁରୋ:  ଏମିତି ବି ଆସେ ମୃତ୍ୟୁ। ରାତିରେ ଶୋଇଥିଲେ, କାମୁଡ଼ିଦେଲା ବିଷାକ୍ତ ସାପ  ।  ଚାଲିଗଲା ମହିଳା ସରପଞ୍ଚଙ୍କ ଜୀବନ ।  ରାୟଗଡ଼ା କୁଲି ପଞ୍ଚାୟତର ମହିଳା ସରପଞ୍ଚଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ ମାଙ୍ଗି କାଡ୍ରାକା ।  ରାତିରେ ଶୋଇଥିବା ବେଳେ କେଉଁ ବିଷାକ୍ତ ସାପ କାମୁଡ଼ିଥିଲା । ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।  ଡାକ୍ତର ମୃତ ଘୋଷଣା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe