୬ ଘଣ୍ଟାର ଅପରେସନ୍ ପରେ ପଥର ମଝିରୁ ମହିଳା ଉଦ୍ଧାର,  ଉଦ୍ଧାର ପରେ ସମ୍ବଲପୁର ମେଡିକାଲରେ ଭର୍ତ୍ତି

Advertisment

ସମ୍ବଲପୁର ଯୁଜୁମରା ବ୍ଲକ ଭଣ୍ଡାରୀମାଲ ଗାଁରେ ଥିବା ଦୁଇ ପଥର ମଧ୍ୟରେ ଫସିଯାଇଥିଲେ ସୁଜାତା ମେହେର

ସମ୍ବଲପୁର ଯୁଜୁମରା ବ୍ଲକ ଭଣ୍ଡାରୀମାଲ ଗାଁରେ ଥିବା ଦୁଇ ପଥର ମଧ୍ୟରେ ଫସିଯାଇଥିଲେ ସୁଜାତା ମେହେର

women rescue

women rescue Photograph: (KanakNews)

କନକ ବ୍ୟୁରୋ: ପଥର ମଝିରେ ଫସିଯାଇଥିବା ମହିଳାଙ୍କୁ ଉଦ୍ଧାର । ୬ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଉଦ୍ଧାର ହେଲେ ମହିଳା। ଉଦ୍ଧାର ପରେ ଆମ୍ବୁଲାନ୍ସ ସାହାଯ୍ୟରେ ମହିଳାଙ୍କୁ ସମ୍ବଲପୁର ମେଡିକାଲକୁ ନିଆଯାଇଛି।  କନକ ହାତରେ ଲାଗିଛି exclusive ଭିଜୁଆଲ ।

ରାଜଧାନୀରେ ମହିଳା ଡାକ୍ତରଙ୍କୁ ଅସଦାଚରଣ : ବନ୍ଧା ହେଲା ରସିକିଆ ଡାକ୍ତର କେ. ସେଠୀ

 କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବଲପୁର ଯୁଜୁମରା ବ୍ଲକ ଭଣ୍ଡାରୀମାଲ ଗାଁରେ ଥିବା ଦୁଇ ପଥର ମଧ୍ୟରେ ଫସିଯାଇଥିଲେ ମହିଳା ସୁଜାତା ମେହେର । ଗାଁର ପଥର ମଝିରେ ଚାଲିବାର ପରମ୍ପରା ଅନୁଯାୟୀ ସୁଜାତା ପଥର ମଧ୍ୟରେ ପଶିଥିବା ବେଳେ ସେଠାରୁ ସେ ବାହାରି ପାରିନଥିଲେ। ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପହଂଚିଥିଲା। ପଥର କାଟି ଯୁବତୀଙ୍କ ବାହାର କରିବାରେ ସଫଳ ହୋଇଛି ଅଗ୍ନିଶମ ଟିମ୍ ।

ଷ୍ଟୋରୀ ଅପଡେଟ୍‌...
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe