କନକ ବ୍ୟୁରୋ: ପଥର ମଝିରେ ଫସିଯାଇଥିବା ମହିଳାଙ୍କୁ ଉଦ୍ଧାର । ୬ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଉଦ୍ଧାର ହେଲେ ମହିଳା। ଉଦ୍ଧାର ପରେ ଆମ୍ବୁଲାନ୍ସ ସାହାଯ୍ୟରେ ମହିଳାଙ୍କୁ ସମ୍ବଲପୁର ମେଡିକାଲକୁ ନିଆଯାଇଛି। କନକ ହାତରେ ଲାଗିଛି exclusive ଭିଜୁଆଲ ।
ରାଜଧାନୀରେ ମହିଳା ଡାକ୍ତରଙ୍କୁ ଅସଦାଚରଣ : ବନ୍ଧା ହେଲା ରସିକିଆ ଡାକ୍ତର କେ. ସେଠୀ
କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବଲପୁର ଯୁଜୁମରା ବ୍ଲକ ଭଣ୍ଡାରୀମାଲ ଗାଁରେ ଥିବା ଦୁଇ ପଥର ମଧ୍ୟରେ ଫସିଯାଇଥିଲେ ମହିଳା ସୁଜାତା ମେହେର । ଗାଁର ପଥର ମଝିରେ ଚାଲିବାର ପରମ୍ପରା ଅନୁଯାୟୀ ସୁଜାତା ପଥର ମଧ୍ୟରେ ପଶିଥିବା ବେଳେ ସେଠାରୁ ସେ ବାହାରି ପାରିନଥିଲେ। ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପହଂଚିଥିଲା। ପଥର କାଟି ଯୁବତୀଙ୍କ ବାହାର କରିବାରେ ସଫଳ ହୋଇଛି ଅଗ୍ନିଶମ ଟିମ୍ ।
ଷ୍ଟୋରୀ ଅପଡେଟ୍...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/05/women-rescue-2025-11-05-18-21-06.jpg)