ଭୁବନେଶ୍ବର ଉତ୍କଳ ହସ୍ପିଟାଲ ନିକଟରେ ଦୁର୍ଘଟଣା: କଲେଜ ବସ୍‌ ଧକ୍କାରେ ମହିଳା ମୃତ

Advertisment

ରାଜଧାନୀରେ ଦୁର୍ଘଟଣା । କଲେଜ୍ ବସ୍ ଧକ୍କାରେ ମହିଳା ମୃତ । କଳିଙ୍ଗ ହସ୍ପିଟାଲ ନିକଟରେ ଘରୋଇ କଲେଜ ବସ୍ ଧକ୍କା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଦେଖିବାକୁ ମିଳିଥିଲା ।

ରାଜଧାନୀରେ ଦୁର୍ଘଟଣା । କଲେଜ୍ ବସ୍ ଧକ୍କାରେ ମହିଳା ମୃତ । କଳିଙ୍ଗ ହସ୍ପିଟାଲ ନିକଟରେ ଘରୋଇ କଲେଜ ବସ୍ ଧକ୍କା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଦେଖିବାକୁ ମିଳିଥିଲା ।

bus accidentd

Photograph: (kanak news)

କନକ ବ୍ୟୁରୋ: ରାଜଧାନୀରେ ଦୁର୍ଘଟଣା । କଲେଜ୍ ବସ୍ ଧକ୍କାରେ ମହିଳା ମୃତ । କଳିଙ୍ଗ ହସ୍ପିଟାଲ ନିକଟରେ ଘରୋଇ କଲେଜ ବସ୍ ଧକ୍କା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି, ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ବସ୍ ଓ ଡ୍ରାଇଭରକୁ ଅଟକ ରଖିଛି ।

ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଉତ୍ତ୍ୟକ୍ତ ଲୋକଙ୍କୁ ମଧ୍ୟ ବୁଝାସୁଝା କରିଛି । ରାଜଧାନୀରେ ଗତ କିଛି ଦିନ ପୂର୍ବରୁ ମୋ ବସ ଦୁର୍ଘଟଣା ଖବର ବାରମ୍ୱାର ସାମ୍ନାକୁ ଆସିଥିଲା । ଏବେ ଏକ ଘରୋଇ ବସ ଦୁର୍ଘଟଣା ପୁଣି ଚିନ୍ତା ବଢାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe