କନକ ବ୍ୟୁରୋ: ବାଲେଶ୍ବରରେ ମହିଳା କନଷ୍ଟେବଳ ଆତ୍ମହତ୍ୟା ଅଭିଯୋଗ। ପୋଲିସ ବାରାକରେ ଆତ୍ମହତ୍ୟା କରିଛନ୍ତି ମହିଳା କନଷ୍ଟେବଳ । ତାଙ୍କ ନାମ ଯଶୋଦା ଦାଶ। ତେବେ କନଷ୍ଟେବଳ ଜଣଙ୍କ କାହିଁକି ଆତ୍ମହତ୍ୟା କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି । ସେ ୨୦୨୩ରେ ଚାକିରିରେ ଯୋଗ ଦେଇଥିଲେ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ଝୁଲିପଡିଲେ ମହିଳା କନଷ୍ଟେବଳ ; ବାରାକ୍ ଭିତରୁ ମିଳିଲା ମୃତଦେହ
ବାଲେଶ୍ବରରେ ମହିଳା କନଷ୍ଟେବଳଙ୍କ ଆତ୍ମହତ୍ୟା ଅଭିଯୋଗ । ବାରାକ୍ ଭିତରୁ ମିଳିଲା ଝୁଲନ୍ତା ମୃତଦେହ । ୨୦୨୩ରୁ ଚାକିରିରେ ଯୋଗ ଦେଇଥିଲେ ଯଶୋଦା ଦାସ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ପୋଲିସର ତଦନ୍ତ ଜାରି।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)