ପାର୍କ ନକରି ଖାଇଗଲେ ୧୦ ଲକ୍ଷ । ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀଙ୍କ ଅଭିଯୋଗ, ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ଦାବି

Advertisment

୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନନେଲେ ରାଜକନିକାରୁ ରାଜଧାନୀ ଯାଏଁ ପଦଯାତ୍ରା ଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ପୂର୍ବ ସରକାରଙ୍କ ସମୟରେ ଦେଉଳ ସାହି ଗାଁ ଜଗନ୍ନାଥ ମନ୍ଦିର ପରିସରରେ ପାର୍କ ନିର୍ମାଣ କରାଯାଉଥିଲା। ତେବେ କାମ ସଂପୂର୍ଣ୍ଣ ହୋଇନାହିଁ ।

gtgtgtf

gtgtgtr Photograph: (tgtgt)

କନକ ବ୍ୟୁରୋ : ପାର୍କ ନକରି ଖାଇଗଲେ ୧୦ଲକ୍ଷ ଟଙ୍କା। କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଓଳାଭର ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନାଁରେ ୧୦ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ଗ୍ରାମବାସୀ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନନେଲେ ରାଜକନିକାରୁ ରାଜଧାନୀ ଯାଏଁ ପଦଯାତ୍ରା ଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ପୂର୍ବ ସରକାରଙ୍କ ସମୟରେ ଦେଉଳ ସାହି ଗାଁ ଜଗନ୍ନାଥ ମନ୍ଦିର ପରିସରରେ ପାର୍କ ନିର୍ମାଣ କରାଯାଉଥିଲା। ତେବେ କାମ ସଂପୂର୍ଣ୍ଣ ହୋଇନାହିଁ । ଏପଟେ କିନ୍ତୁ ପାର୍କ ପାଇଁ ଆସିଥିବା ସବୁ ଅନୁଦାନ ଉଠି ସାରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe