କନକବ୍ୟୁରୋ : ବର୍ଷ ଆରମ୍ଭରୁ ପ୍ରବଳ ଘନ କୁହୁଡି ସାଥିରେ ଧରି ଫେରିଲା ଶୀତ । କୋଇଡାରେ ତାପମାତ୍ରା କମିବା ସହ ରାଜପଥରେ ରାଜୁତି କରୁଛି କୁହୁଡି । ସ୍ଥିତି ଏମିତି ହୋଇଛି ଯେ, ୫ ମିଟର ଆଗକୁ ଦୃଶ୍ୟମାନ ହେଉନି ରାସ୍ତା । ଘନ କୁହୁଡି ପାଇଁ ଗାଡ଼ି ଚଳାଚଳରେ ବାଧା ଉପୁଜିବା ସହ ଟେନସା ବାରସୁଆଁ ରାସ୍ତା ଏବଂ ୫୨୦ ନମ୍ବର ଜାତୀୟ ରାଜପଥ କୋଇଡାରୁ ରଜାମୁଣ୍ଡା ରାସ୍ତାରେ ଅଟକି ରହିଛି ଶହ ଶହ ଗାଡ଼ି । ଅନ୍ୟପଟେ ହାଡ ଭଙ୍ଗା ଜାଡ ଫେରିବା ପରେ ଖଣି ଅଞ୍ଚଳ କୋଇଡାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି ।
ଆଜିଠୁ ପୁଣି ରାଜ୍ୟରେ ବଢିବ ଶୀତ : ପାଣିପାଗ ବିଭାଗର ଆକଳନ ବଢିପାରେ ୨ରୁ ୪ଡିଗ୍ରୀ
ବର୍ଷ ଆରମ୍ଭରୁ ପ୍ରବଳ ଘନ କୁହୁଡି ସାଥିରେ ଧରି ଫେରିଲା ଶୀତ । କୋଇଡାରେ ତାପମାତ୍ରା କମିବା ସହ ରାଜପଥରେ ରାଜୁତି କରୁଛି କୁହୁଡି । ସ୍ଥିତି ଏମିତି ହୋଇଛି ଯେ, ୫ ମିଟର ଆଗକୁ ଦୃଶ୍ୟମାନ ହେଉନି ରାସ୍ତା ।
/kanak/media/media_files/2025/01/01/5oFYedh8mHkX4SkAUbVB.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)