ବିଧାନସଭା ଉପରେ ନଜର; ଆଜି କ’ଣ ରହିବ କଂଗ୍ରେସ ବିଧାୟକଙ୍କ ଆଭିମୁଖ୍ୟ?

Advertisment

ଆଜି ବି ହୋହଲ୍ଲା ହେବ, ନା ସ୍ବାଭାବିକ ହେବ ବିଧାନସଭା ବଜେଟ୍ ଅଧିବେଶନ? ସସପେଣ୍ଡ ଥିବା କଂଗ୍ରେସର ୧୪ ବିଧାୟକ ବିଧାନସଭା ପରିସରକୁ ଆସିବେ ନା ନାହିଁ, ତାହା ଉପରେ ନଜର ରହିଛି

ଆଜି ବି ହୋହଲ୍ଲା ହେବ, ନା ସ୍ବାଭାବିକ ହେବ ବିଧାନସଭା ବଜେଟ୍ ଅଧିବେଶନ? ସସପେଣ୍ଡ ଥିବା କଂଗ୍ରେସର ୧୪ ବିଧାୟକ ବିଧାନସଭା ପରିସରକୁ ଆସିବେ ନା ନାହିଁ, ତାହା ଉପରେ ନଜର ରହିଛି

କ’ଣ ରହିବ କଂଗ୍ରେସ ବିଧାୟକଙ୍କ ଆଭିମୁଖ୍ୟ?

କ’ଣ ରହିବ କଂଗ୍ରେସ ବିଧାୟକଙ୍କ ଆଭିମୁଖ୍ୟ? Photograph: (KanakNews )

କନକ ବ୍ୟୁରୋ: ଆଜି ବି ହୋହଲ୍ଲା ହେବ, ନା ସ୍ବାଭାବିକ ହେବ ବିଧାନସଭା ବଜେଟ୍ ଅଧିବେଶନ? ସସପେଣ୍ଡ ଥିବା କଂଗ୍ରେସର ୧୪ ବିଧାୟକ ବିଧାନସଭା ପରିସରକୁ ଆସିବେ ନା ନାହିଁ, ତାହା ଉପରେ ନଜର ରହିଛି। ବଡ଼ କଥା ହେଉଛି, ଗତକାଲି ଗାନ୍ଧୀ ମାର୍ଗରେ କଂଗ୍ରେସର ରଣହୁଙ୍କାର ପରେ ଆଜି ଦଳର ଆଭିମୁଖ୍ୟ କ’ଣ ରହିବ? ଯେହେତୁ କଂଗ୍ରେସ ବିଧାୟକ ସସପେଣ୍ଡ ଅଛନ୍ତି, ତେଣୁ ସେମାନେ ବିଧାନସଭା ପରିସରକୁ ଆସି ପ୍ରତିବାଦ କରିପାରିବେ। ସେପଟେ ବିଜେଡିର ଆଭିମୁଖ୍ୟ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ପ୍ରଶ୍ନକାଳ ସ୍ବାଭାବିକ ଚାଲିବ କି ନାହିଁ, ତା’ ଉପରେ ରହିଛି ପୂରା ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe