ସ୍ବପ୍ନରେ ରହିଯିବକି ଓଡ଼ିଶାର ମେଟ୍ରୋ ପ୍ରକଳ୍ପ? କେନ୍ଦ୍ରକୁ ଯାଇନି ପ୍ରସ୍ତାବ

Advertisment

ଓଡ଼ିଶା ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ମେଟ୍ରୋ ପ୍ରକଳ୍ପକୁ ନେଇ କେନ୍ଦ୍ରକୁ ଯାଇନି ପ୍ରସ୍ତାବ ।

ଓଡ଼ିଶା ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ମେଟ୍ରୋ ପ୍ରକଳ୍ପକୁ ନେଇ କେନ୍ଦ୍ରକୁ ଯାଇନି ପ୍ରସ୍ତାବ ।

Metro

Photograph: (kanaknews)

କନକ ବ୍ୟୁରୋ : ଓଡ଼ିଶାରେ ମେଟ୍ରୋ ହେବା ସ୍ବପ୍ନ ସ୍ବପ୍ନରେ ରହିଯିବ କି ? 

ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ପାଖକୁ ୧୭ଟି ପ୍ରଓଡ଼ିଶା ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ମେଟ୍ରୋ ପ୍ରକଳ୍ପକୁ ନେଇ କେନ୍ଦ୍ରକୁ ଯାଇନି ପ୍ରସ୍ତାବ । ଏନେଇ ସଂସଦରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ସ୍ତାବ ବିଭିନ୍ନ ରାଜ୍ୟରୁ ଆସିଛି । ପ୍ରସ୍ତାବ ପରେ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ଅନୁଦାନ ଦେଇଛନ୍ତି, କିନ୍ତୁ ଓଡ଼ିଶା ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ପାଖକୁ କୌଣସି ପ୍ରସ୍ତାବ ଯାଇନି । ଯାହା ମେଟ୍ରୋ ସ୍ବପ୍ନକୁ ଅନିଶ୍ଚିତତା ଘେରକୁ ଠେଲିହୋଇଯାଇଥିବା ପରି ମନେହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe