ସାର ପ୍ରସଙ୍ଗକୁ ନେଇ ଧୋଇ ଯାଇଥିଲା ଦୁଇ ଦିନ; ଆଜି ସ୍ୱାଭାବିକ ହେବ ତ ଗୃହ ?

ସାର ପ୍ରସଙ୍ଗକୁ ନେଇ ଦୁଇ ଦିନ ଧୋଇଗଲା ପରେ ଆଜି ପୁଣି ଗୃହ ସ୍ୱାଭାବିକ ଚାଲିବ କି ନେଇ ପ୍ରଶ୍ନ ଉଠୁଛି । ଅନାସ୍ଥା ପ୍ରସଙ୍ଗକୁ ନେଇ କଂଗ୍ରେସ ଅଡ଼ି ବସିଛି ।

Assembly

Photograph: (Kanak News)

କନକ ବ୍ୟୁରୋ : ଆଜି ସ୍ୱାଭାବିକ ଚାଲିବ ତ ବିଧାନସଭା । ୭ ଦିନର କାର୍ଯ୍ୟକାଳ ଭିତରେ ୩ ଦିନ ହୋଇପାରିନି କୌଣସି ଆଲୋଚନା । ସାର ପ୍ରସଙ୍ଗକୁ ନେଇ ଦୁଇ ଦିନ ଧୋଇଗଲା ପରେ ଆଜି ପୁଣି ଗୃହ ସ୍ୱାଭାବିକ ଚାଲିବ କି ନେଇ ପ୍ରଶ୍ନ ଉଠୁଛି । ଅନାସ୍ଥା ପ୍ରସଙ୍ଗକୁ ନେଇ କଂଗ୍ରେସ ଅଡ଼ି ବସିଛି । ଏପଟେ ଆଜି ତୃଣମୂଳସ୍ତରରେ ଜନପ୍ରତିନିଧିଙ୍କ ଆର୍ଥିକ କ୍ଷମତା କାଟ ପ୍ରସଙ୍ଗକୁ ଆଜି ଗୃହରେ ଉଠାଇବ ବିଜେଡି । ଆସନ୍ତାକାଲି ଏ ପ୍ରସଙ୍ଗରେ ସାରା ରାଜ୍ୟରେ ପ୍ରତିବାଦ କରିବ ବିଜୁ ଜନତା ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe