ଖୋର୍ଦ୍ଧା ଶୁଳିଆ ଜଙ୍ଗଲରେ ମହାବଳ ବାଘ ଆତଙ୍କ : ସ୍ଥାନୀୟ ଅଂଚଳର ଲୋକେ ଭୟଭୀତ

Advertisment

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଶୁଳିଆ ଜଙ୍ଗଲରେ ମହାବଳ ଆତଙ୍କ। ଏକ ଷଣ୍ଢକୁ ମାରି ମହାବଳ ଘୋଷାରି ନେଇ ଅଧା ଖାଇଯାଇଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ ଓ ମୃତ ଷଣ୍ଢ ନିକଟରେ ମହାବଳ ବାଘର ପାଦଚିହ୍ନ ପଡିଛି

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଶୁଳିଆ ଜଙ୍ଗଲରେ ମହାବଳ ଆତଙ୍କ। ଏକ ଷଣ୍ଢକୁ ମାରି ମହାବଳ ଘୋଷାରି ନେଇ ଅଧା ଖାଇଯାଇଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ ଓ ମୃତ ଷଣ୍ଢ ନିକଟରେ ମହାବଳ ବାଘର ପାଦଚିହ୍ନ ପଡିଛି

tiger3

କନକବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଶୁଳିଆ ଜଙ୍ଗଲରେ ମହାବଳ ଆତଙ୍କ । ଏକ ଷଣ୍ଢକୁ ମାରି ମହାବଳ ଘୋଷାରି ନେଇ ଅଧା ଖାଇଯାଇଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ ଓ ମୃତ ଷଣ୍ଢ ନିକଟରେ ମହାବଳ ବାଘର ପାଦଚିହ୍ନ ପଡିଛି । 

ବାଘକୁ କେହି ଦେଖିନଥିଲେ ମଧ୍ୟ ବାଘର ବଡ଼ ବଡ଼ ପାଦଚିହ୍ନ ଦେଖି ସ୍ଥାନୀୟ ଅଂଚଳର ଲୋକେ ଭୟଭୀତ ହୋଇପଡିଛନ୍ତି । ମହାବଳର ପାଦଚିହ୍ନ ଚିହ୍ନଟ କରିବା ପରେ ଜଙ୍ଗଲ ଅଭିମୁଖେ କେହି ନଯିବା ପାଇଁ ୯ ଖଣ୍ଡ ଗାଁର ଲୋକଙ୍କୁ ଆଲର୍ଟ କରିଛି ବନ ବିଭାଗ  ବାଘଟି କେଉଁଠାରେ ଅଛି ବନ ବିଭାଗ ଅନୁଧ୍ୟାନ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe