କନକ ବ୍ୟୁରୋ: ବାରହା ଭୟରେ ରାତି ଅନିଦ୍ରା । ଫସଲ ଅମଳ ସମୟରେ ଚାଷୀଙ୍କ ଚିନ୍ତା ବଢାଇଛି ବାରହା ଉପଦ୍ରବ। ଗଞ୍ଜାମ ଧରାକୋଟ ବ୍ଲକର ଗୋପାଳପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ଏକର ଏକର ଫସଲ ନଷ୍ଟ କରୁଥିବାରୁ ବାଧ୍ୟ ହୋଇ ରାତି ଅନିଦ୍ରା ରହୁଛନ୍ତି ଚାଷୀ । ହାତରେ ନିଆଁ ହୁଳା ଧରି, ବାଜା ବଜାଇ କ୍ଷେତ ଜଗୁଛନ୍ତି । କେବଳ ଧରାକୋଟ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ ଅତିଷ୍ଠ କରୁଛନ୍ତି ବଣୁଆ ବାରହା । ବିଲରେ ଫଶି ଫସଲ ନଷ୍ଟ କରୁଥିବାରୁ ଲୋକେ ଅତିଷ୍ଠ ହୋଇପଡୁଛନ୍ତି ।
ବାରହା ପାଇଁ ରାତି ଅନିଦ୍ରା ; ନିଆଁ ହୁଳା ଧରି ଫସଲ ଜଗୁଛନ୍ତି ଚାଷୀ
ଜଙ୍ଗଲି ବାରହା ଭୟରେ ରାତି ଅନିଦ୍ରା । ଫସଲ ଅମଳ ସମୟରେ ଗଞ୍ଜାମ ଧରାକୋଟ ଅଞ୍ଚଳରେ ବାରହା ଉପଦ୍ରବ । ଏକର ଏକର ଫସଲ ନଷ୍ଟ କରୁଥିବାରୁ ବଢିଲା ଚାଷୀଙ୍କ ଚିନ୍ତା । ନିଆଁ ହୁଳା ଧରି, ବାଜା ବଜାଇ ଜଗୁଛନ୍ତି ପାଚିଲା ଧାନ କ୍ଷେତ ।
/kanak/media/media_files/2024/11/09/dtcAWmJLNb7jtPzmMdi7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)