ସିନ୍ଦୂରକୁ ଶେଷ ବିଦାୟ ଦେଲେ ଗୁରୁଶରନ୍ କୌର ; ସ୍ବାମୀ ମନମୋହନଙ୍କ ପାର୍ଥୀବ ଶରୀରକୁ ଦେଲେ ଶ୍ରଦ୍ଧାଞ୍ଜଳି

Advertisment

ଅନ୍ତ୍ୟେଷ୍ଟିକ୍ରିୟା ପୂର୍ବରୁ ରାଷ୍ଟ୍ରନେତା ମନମୋହନ ସିଂଙ୍କ ପାର୍ଥୀବ ଶରୀରର ଶେଷ ଦର୍ଶନ କଲେ ପତ୍ନୀ ଗୁରଶରନ କୌର। ଝିଅ ସହ ଦେଲେ ଶ୍ରଦ୍ଧାଞ୍ଜଳି।

Updated On

ଅନ୍ତ୍ୟେଷ୍ଟିକ୍ରିୟା ପୂର୍ବରୁ ରାଷ୍ଟ୍ରନେତା ମନମୋହନ ସିଂଙ୍କ ପାର୍ଥୀବ ଶରୀରର ଶେଷ ଦର୍ଶନ କଲେ ପତ୍ନୀ ଗୁରଶରନ କୌର। ଝିଅ ସହ ଦେଲେ ଶ୍ରଦ୍ଧାଞ୍ଜଳି।

ଅଦ୍ୟତନ ହୋଇଛି
21ମମମ

କନକ ବ୍ୟୁରୋ :  ସହ ଏଇ ମୋର ଶେଷ ଦେଖା ... ୟା ପରେ ତୁମକୁ ଆଖିରେ ସିନା ଦେଖିପାରିବିନି ହେଲେ ମୋ ହୃଦୟରେ ତ ତୁମେ ସବୁବେଳେ ରହିଛ, ଆଉ ରହିଥିବ । ଦେଶ ପାଇଁ ତୁମେ ରାଷ୍ଟ୍ରନେତା, ଜନନେତା ଥିଲ.. ହେଲେ ମୋ ପାଇଁ ତ ତୁମେ ସବୁଠୁ ପ୍ରିୟ ମଣିଷ,  ପ୍ରିୟ ପୁରୁଷ ଆଉ ମୋ ପ୍ରିୟତମ ... ଏଜନ୍ମରେ ସିନା ତୁମ ସହ ସାଥି ହୋଇ ଚାଲିବାର ସମୟ ସରିଗଲା, ଆୟୁଷ କମ୍ ପଡିଲା ହେଲେ ମୋର ବିଶ୍ବାସ ଆରଜନ୍ମରେ ତୁମେ ପୁଣି ମୋର ଜୀବନସାଥୀ ହେବ, ପାଦରେ ପାଦ ମିଶେଇ ଚାଲିବ.. 

ତୁମ ପାଦ ତଳେ ଏ ଗୋଲାପର ପାଖୁଡା, ଖାଲି ପାଖୁଡା ନୁହେଁ ତୁମ ପାଖରେ ମୋର ଆତ୍ମସମର୍ପଣ.. ମୋ ପ୍ରୀତିର ଅଞ୍ଜଳି.. ଯେଉଁଠି ରୁହ ଭଲରେ ରୁହ, ଶାନ୍ତିରେ ରୁହ । ମୋର ବିଶ୍ବାସ ଆର ଜନ୍ମରେ ପୁଣି ତୁମ ସହ  ଦେଖାହେବ। ରହିଲି ଆଉ ଏକ ଅପେକ୍ଷାରେଟ୍ଟ ମିସ୍ ୟୁଟ୍ଟ ମିସ୍ ୟୁ ସୋ ମଚ୍.. ସ୍ବାମୀଙ୍କୁ ଶେଷ ଦର୍ଶନବେଳେ ପତ୍ନୀ ଗୁରଶରନ କୌରଙ୍କ ମନର କଥା ଆଉ ବ୍ୟଥା...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe