କନକ ବ୍ୟୁରୋ : ନୟାଗଡ଼ରେ ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କୁ ପୋଡ଼ି ମାରିଦେଲେ ସ୍ତ୍ରୀ ଓ ପୁଅ । ପରକିୟା ପ୍ରୀତିକୁ ନେଇ ପୁଅ ସହ ମିଶି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ । ପୋଡ଼ି ମାରିବା ପରେ ସର୍ଟ ସର୍କିଟର ରୂପ ଦେବାକୁ କରିଥିଲେ ଚେଷ୍ଟା । ପଞ୍ଚରିଡା ରେଞ୍ଜ ଫରେଷ୍ଟର ଶିଶିର ସାହୁଙ୍କ ମୃତ୍ୟୁକୁ ନେଇ ପୁଅକୁ ଜେରା ପରେ ଏହି ସୂଚନା ଦେଇଛନ୍ତି, ଏସଡିପିଓ । ଗତକାଲି ରାତିରେ ବାରମାସୀ ଦଣ୍ଡା ସ୍ଥିତ ଘରୁ ଫରେଷ୍ଟର ଶିଶିରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଜବତ ହୋଇଥିଲା। ଶିଶିରଙ୍କ ଭାଇ ଥାନାରେ ହତ୍ୟା ନେଇ ଅଭିଯୋଗ କରିଥିଲେ ।
ଫରେଷ୍ଟରଙ୍କୁ ପୋଡ଼ି ମାରିଦେଲେ !
ପରକିୟା ପ୍ରୀତି ସନ୍ଦେହରେ ଫରେଷ୍ଟରଙ୍କୁ ହତ୍ୟା
ଫରେଷ୍ଟର ଶିଶିର ସାହୁଙ୍କୁ ପୋଡ଼ି ମାରିଦେଲେ ସ୍ତ୍ରୀ, ପୁଅ
ପ୍ରାରମ୍ଭିକ ତଦନ୍ତ ପରେ ପୁଲିସର ସୂଚନା
ନୟାଗଡ଼ ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କୁ ହତ୍ୟା
ପୋଡ଼ି ମାରିବା ପରେ ସର୍ଟ ସର୍କିଟ୍ ଅଗ୍ନିକାଣ୍ଡ ରୂପ ଦେବାକୁ କରାଯାଇଥିଲା ଚେଷ୍ଟା
ଜେରା ବେଳେ ପୁଅ ସତ ମାନିଥିବା ପୁଲିସର ସୂଚନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/31/QxvHiK9QPInrrpo8iRaE.jpg)