ବିହାରୀ ଏଟିଏମ୍‌ ଲୁଟେରାକୁ କାହିଁକି ଏନ୍‌କାଉଣ୍ଟର କଲା ପୋଲିସ, ସିସିଟିଭିରେ କଏଦ ଲୁଟ୍‌ର କୌଶଳ..

Advertisment

ସିସିଟିଭିରେ କଏଦ ଲୁଟ୍‌ର କୌଶଳ, ପୁରୀ ପରେ ଭୁବନେଶ୍ବରରେ ଉଦ୍ୟମ ବେଳେ ଗୁଳି କଲା ସ୍ପେଶାଲ ସ୍କ୍ବାର୍ଡ

ସିସିଟିଭିରେ କଏଦ ଲୁଟ୍‌ର କୌଶଳ, ପୁରୀ ପରେ ଭୁବନେଶ୍ବରରେ ଉଦ୍ୟମ ବେଳେ ଗୁଳି କଲା ସ୍ପେଶାଲ ସ୍କ୍ବାର୍ଡ

ଏନ୍‌କାଉଣ୍ଟର ପଛର ସତ

ଏନ୍‌କାଉଣ୍ଟର ପଛର ସତ Photograph: (kanaknews)

କନକ ବ୍ୟୁରୋ: ଏଟିଏମ୍‌ ଲୁଟେରାକୁ କାହିଁକି ହେଲା ଏନ୍‌କାଉଣ୍ଟର ? ବିହାରୀ ଲୁଟେରା ଦୀପକ କୁମାରକୁ ପୋଲିସର ଏନ୍‌କାଉଣ୍ଟର ପଛର କ’ଣ ରହିଛି କାରଣ ? ଅତି ଚତୁରତାର ସହ ଲୁଟେରା ଦୀପକ ଓ ତାର ସହଯୋଗୀ ଏଟିଏମ୍‌ରୁ ଲୁଟ୍ କରୁଥିଲେ । 

ସିସିଟିଭିରେ କଏଦ ହୋଇଛି ଲୁଟେରା ଦୀପକ ଓ ତା ସହଯୋଗୀଙ୍କ ଲୁଟ୍‌ର ଦୃଶ୍ୟ । ଲୁଟ୍ କରୁଥିବାର ଏକ୍ସକ୍ଲୁସିଭ୍ ଦୃଶ୍ୟ  ଆସିଲା ସାମ୍ନାକୁ । ପୁରୀ ପରେ ଭୁବନେଶ୍ବରରେ ଲୁଟ୍ ପାଇଁ ଉଦ୍ୟମ କରୁଥିବା ବେଳେ ଏନ୍‌କାଉଣ୍ଟର କରିଛି ପୋଲିସ । ପୁରୀର ସାତଶଙ୍ଖ, ବଡ଼ଶଙ୍ଖ ଓ ଖେଲାରରେ ଲୁଟ୍ କରିବା ପରେ ଭୁବନେଶ୍ବରକୁ ପଶିଥିଲେ । ଏହି ସମୟରେ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଏନ୍‌କାଉଣ୍ଟର କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe