କନକ ବ୍ୟୁରୋ: ଏଟିଏମ୍ ଲୁଟେରାକୁ କାହିଁକି ହେଲା ଏନ୍କାଉଣ୍ଟର ? ବିହାରୀ ଲୁଟେରା ଦୀପକ କୁମାରକୁ ପୋଲିସର ଏନ୍କାଉଣ୍ଟର ପଛର କ’ଣ ରହିଛି କାରଣ ? ଅତି ଚତୁରତାର ସହ ଲୁଟେରା ଦୀପକ ଓ ତାର ସହଯୋଗୀ ଏଟିଏମ୍ରୁ ଲୁଟ୍ କରୁଥିଲେ ।
ସିସିଟିଭିରେ କଏଦ ହୋଇଛି ଲୁଟେରା ଦୀପକ ଓ ତା ସହଯୋଗୀଙ୍କ ଲୁଟ୍ର ଦୃଶ୍ୟ । ଲୁଟ୍ କରୁଥିବାର ଏକ୍ସକ୍ଲୁସିଭ୍ ଦୃଶ୍ୟ ଆସିଲା ସାମ୍ନାକୁ । ପୁରୀ ପରେ ଭୁବନେଶ୍ବରରେ ଲୁଟ୍ ପାଇଁ ଉଦ୍ୟମ କରୁଥିବା ବେଳେ ଏନ୍କାଉଣ୍ଟର କରିଛି ପୋଲିସ । ପୁରୀର ସାତଶଙ୍ଖ, ବଡ଼ଶଙ୍ଖ ଓ ଖେଲାରରେ ଲୁଟ୍ କରିବା ପରେ ଭୁବନେଶ୍ବରକୁ ପଶିଥିଲେ । ଏହି ସମୟରେ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଏନ୍କାଉଣ୍ଟର କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/09/cFmzx42GqgjcrJtwYDMO.jpg)