କନକ ବ୍ୟୁରୋ: ସତ କହିଦେଲେ ସୌଭିକ । ନିଜ ଦଳର କିଛି କର୍ମୀଙ୍କ ବିରୋଧରେ ବିଶୋଦଗାର କଲେ । ଆଜି କଟକରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ବେଳେ ଏଭଳି ବର୍ଷିଛନ୍ତି କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । କହିଲେ ବଜେଡି ଦଳର କିଛି ଲୋକ ଆମକୁ ହରାଇବା ପାଇଁ କଳାଟଙ୍କା ଖର୍ଚ୍ଚ କରିଥିଲେ । ଜଣେ ଦୁଇଜଣ ଯଦି ସରକାର ଚଳାଇବେ, ତେବେ ଦଳୀୟ କର୍ମୀ କେମିତି ବିଜୟ ପାଇବେ । ଦଳ ପାଇଁ ଯେଉଁମାନେ ଦିନରାତି ଏକ କରି କାମ କରୁଛନ୍ତି ସେମାନେ କଣ ପାଇବେ ବୋଲି କହିଥିଲେ ।
ବିଜେଡି ପରାଜୟର କାରଣ କଣ ? ମଞ୍ଚ ଉପରୁ ସତ କହିଦେଲେ ସୌଭିକ ବିଶ୍ୱାଳ !
ବିଜେଡି ପରାଜୟର କାରଣ କହିଲେ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ୱାଳ । କେବଳ ଦୁଇ ଜଣ ସରକାର ଚଳାଇଲେ, କର୍ମୀଙ୍କୁ କେଉଁଠୁ ମିଳିବ ଲାଭ । ନିଜ ଦଳର କିଛି ଲୋକ ବିରୋଧରେ କଳାଟଙ୍କା ଖର୍ଚ୍ଚ କରିଥିବା କହିଲେ ସୌଭିକ ।
/kanak/media/media_files/WEwhGtcyFLrM6HFqPs3p.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)