କିଏ ହେବେ ରତନ ଟାଟାଙ୍କ ଉତ୍ତରାଧିକାରୀ ? ଚର୍ଚ୍ଚାରେ ସମ୍ଭାବ୍ୟ ଉତ୍ତରାଧିକାରୀ ।

Advertisment

ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା । ଜାଣନ୍ତୁ ଏହି ତାଲିକାରେ ଆଉ କିଏ କିଏ ସାମିଲ ଅଛନ୍ତି  । ରତନ ଟାଟାଙ୍କ ଅବର୍ତ୍ତମାନରେ ଟାଟା ଗ୍ରୁପର ବିରାଟ ସାମ୍ରଜ୍ୟର ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Updated On

ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା । ଜାଣନ୍ତୁ ଏହି ତାଲିକାରେ ଆଉ କିଏ କିଏ ସାମିଲ ଅଛନ୍ତି  । ରତନ ଟାଟାଙ୍କ ଅବର୍ତ୍ତମାନରେ ଟାଟା ଗ୍ରୁପର ବିରାଟ ସାମ୍ରଜ୍ୟର ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅଦ୍ୟତନ ହୋଇଛି
15େ୍େ୍େ୍େ୍େ

କନକ ବ୍ୟୁରୋ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ ପରେ ଭାରତୀୟ ଶିଳ୍ପ ଜଗତରେ ସୃଷ୍ଟି ହୋଇଛି ଅପୂରଣୀୟ କ୍ଷତି । ଟାଟା ତାଙ୍କ ଅବର୍ତ୍ତମାନରେ ଟାଟା ଗ୍ରୁପର ବିରାଟ ସାମ୍ରଜ୍ୟର ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ ହେବେ ତାଙ୍କ ଉତ୍ତରାଧିକାରୀ ତାକୁ ନେଇ ସମସ୍ତଙ୍କ ମନରେ ରହିଛି ପ୍ରଶ୍ନ । ଅବିବାହିତ କାରଣରୁ ରତନ ଟାଟାଙ୍କର ନିଜର କୌଣସି ସନ୍ତାନ ନଥିବା ବେଳେ ସେ ନିଜ ପଛରେ ୩୮ଶହ କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଯାଇଛନ୍ତି । ଏହି ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା । ଜାଣନ୍ତୁ ଏହି ତାଲିକାରେ ଆଉ କିଏ କିଏ ସାମିଲ ଅଛନ୍ତି । 

କିଏ ହେବେ ରତନ ଟାଟାଙ୍କ ଉତ୍ତରାଧିକାରୀ ?

ନୋଏଲ ଟାଟା
ଉତ୍ତରାଧିକାରୀ ସମ୍ଭାବନାରେ ସବୁଠୁ ଆଗରେ ନୋଏଲ ଟାଟା
ନୋଏଲ ଟାଟା ନାଭାଲ ଟାଟାଙ୍କ ଦ୍ବିତୀୟ ପତ୍ନୀଙ୍କ ପୁଅ
ଟାଟାର ବିଭିନ୍ନ କମ୍ପାନୀର ବୋର୍ଡ ମେମ୍ବର ଅଛନ୍ତି

ଲିୟା ଟାଟା
ନୋଏଲ ଟାଟାଙ୍କ ବଡ଼ ଝିଅ ଲିୟା ଟାଟା
ସ୍ପେନର ଆଇ.ଇ ବିଜନେସ ସ୍କୁଲରୁ ମାର୍କେଟିଂରେ ମାଷ୍ଟର ଡିଗ୍ରୀ
୨୦୦୬ ମସିହାରୁ ଟାଟା ଗ୍ରୁପ ସହ ଜଡ଼ିତ ରହିଛନ୍ତି ଲିୟା
ଇଣ୍ଡିଆନ ହୋଟେଲ କମ୍ପାନୀ ଲିମିଟେଡର ଉପସଭାପତି ଭାବେ କାର୍ଯ୍ୟରତ

ମାୟା ଟାଟା, 
ନୋଏଲ ଟାଟାଙ୍କ ସାନ ଝିଅ ମାୟା ଟାଟା
ଟାଟା କ୍ୟାପିଟାଲ ବ୍ୟବସାୟ ସହ ରହିଛନ୍ତି ଜଡିତ
କମ୍ପାନୀର ରିଟେଲ କାରବାର ଉପରେ କାମ କରନ୍ତି ଲିୟା
ଉତ୍ତରାଧିକାରୀ ତାଲିକାରେ ରହିଛନ୍ତି ଲିୟା

ନେଭିଲ ଟାଟା
ନୋଏଲ ଟାଟାଙ୍କ ପୁଅ
ବର୍ତ୍ତମାନ ଷ୍ଟାର ବଜାର ନେତୃତ୍ବ ନେଉଛନ୍ତି ନେଭିଲ୍
ଷ୍ଟାର ବଜାର ଟାଟା କମ୍ପାନୀ ସମୂହର ରିଟେଲ ଶାଖା
ମାନସୀ କିର୍ଲୋସ୍କରଙ୍କୁ ବିବାହ କରିଛନ୍ତି ନେଭିଲ୍
ମାନସୀ ଟୟୋଟା କିର୍ଲୋସ୍କର କମ୍ପାନୀ ସମୂହର ଉତ୍ତରାଧିକାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe