ବନ୍ଧକଡ଼ରେ କିଏ ପକାଇଦେଲା ଲକ୍ଷ ଲକ୍ଷ ଟଙ୍କାର ଔଷଧ । କିଛି ଔଷଧର ସରିନି ଏକ୍ସପାରୀ ଡେଟ, ତଦନ୍ତ ଆବଶ୍ୟକ

Advertisment

ଏ ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଏ ଓ କାହିଁକି ବନ୍ଧ ନିକଟରେ ଏତେ ମାତ୍ରାରେ ଔଷଧ ପକାଇଛି । ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।

ଏ ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଏ ଓ କାହିଁକି ବନ୍ଧ ନିକଟରେ ଏତେ ମାତ୍ରାରେ ଔଷଧ ପକାଇଛି । ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।

ggggrdg

କନକ ବ୍ୟୁରୋ : ବନ୍ଧ କଡ଼ରେ ଔଷଧ । ମାଲକାନଗିରିର ଚିତ୍ରକୋଣ୍ଡା ବାଲିମେଳା ମାଟି ବନ୍ଧ ନିକଟରେ ପଡିଛି କୁଢ କୁଢ ଔଷଧ । କିଛି ଔଷଧର ଅବଧି ଆଉ ମାସେ ଥିବା ବେଳେ ଆଉ କିଛି ଔଷଧର ଅବଧି ଶେଷ ହୋଇଛି । ଛୋଟ ଛୋଟ ପିଲାମାନେ ନଦୀରେ ଗାଧେଇବାକୁ ଆସି ଏ ସବୁ ଔଷଧ ଗୋଟାଇ ନେଉଥିବା ଦେଖିବାକୁ ମିଳିଛି । ଏ ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଏ ଓ କାହିଁକି ବନ୍ଧ ନିକଟରେ ଏତେ ମାତ୍ରାରେ ଔଷଧ ପକାଇଛି । ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe