ବିଜେଡିରେ ରାବଣ ଓ କଂସ କିଏ, ପ୍ରଭାତ ବିଶ୍ୱାଳଙ୍କ ଟାର୍ଗେଟ ପରେ ଉଠିଲା ପ୍ରଶ୍ନ: ଚିଟ୍ ଫଣ୍ଡରେ ଛନ୍ଦିବା ଓ ଗୋଡ଼ ଟାଣିବା ନେଇ ଦଳକୁ କଲେ ଟାର୍ଗେଟ୍

Advertisment

ଖୋଲିଲା ବିଜେଡି ଦଳର ଗୁମର । ଦଳରେ ଅଛନ୍ତି କିଛି ରାବଣ ଓ କଂସ । ଏଭଳି କହି ନିଜର ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ବାଳ । ଦଳରେ ଏବେ ଗୋଡ଼ ଟଣା ଚାଲିଥିବା ସେ କହିଛନ୍ତି ।

ଖୋଲିଲା ବିଜେଡି ଦଳର ଗୁମର । ଦଳରେ ଅଛନ୍ତି କିଛି ରାବଣ ଓ କଂସ । ଏଭଳି କହି ନିଜର ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ବାଳ । ଦଳରେ ଏବେ ଗୋଡ଼ ଟଣା ଚାଲିଥିବା ସେ କହିଛନ୍ତି ।

qdwqd

କନକ ବ୍ୟୁରୋ: ଖୋଲିଲା ବିଜେଡି ଦଳର ଗୁମର । ଦଳରେ ଅଛନ୍ତି କିଛି ରାବଣ ଓ କଂସ । ଏଭଳି କହି ନିଜର ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ବାଳ । ଦଳରେ ଏବେ ଗୋଡ଼ ଟଣା ଚାଲିଥିବା ସେ କହିଛନ୍ତି । ଦଳରେ ଗୋଡ ଟଣା ପାଇଁ ସେ ନାଲି ପୋଷାକ ପିନ୍ଧୁଥିବା କହିଛନ୍ତି । ଚିଟଫଣ୍ଡ ମାମଲାରେ ନିଜ ଦଳର ଲୋକେ ତାଙ୍କୁ ଛନ୍ଦିଥିବା କହିବା ସହ ଦଳର ଗୁମର ଖୋଲି ଅସନ୍ତୋଷ ଝାଡ଼ିଛନ୍ତି ପ୍ରଭାତ ବିଶ୍ବାଳ । 

ଚିଟ ଫଣ୍ଡ ମାମଲାରେ ଛନ୍ଦି ହୋଇ ଜେଲ ଯିବା ପରେ ନିର୍ବାଚନ ଲଢିନଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ପୁଅ ସୌଭିକ ବିଶ୍ୱାଳ ଚୌଦ୍ୱାର-କଟକରୁ ନିର୍ବାଚନ ଲଢି ଏବେ ବିଧାୟକ ରହିଛନ୍ତି । ହେଲେ ଜେଲରୁ ଆସିବା ପରେ ପ୍ରଭାତ ବିଶ୍ୱାଳଙ୍କ ପାଖରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେ ଧଳା ପୋଷାକ ଛାଡି ନାଲି ପୋଷାକ ପିନ୍ଧିଥିଲେ । ତେବେ ସେ ନାଲି ପୋଷାକ ପିନ୍ଧିବାର କାରଣ ଏବେ ଖୁଲାସା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe