କନକ ବ୍ୟୁରୋ: ଆଦାନୀ ଲାଞ୍ଚ ବିବାଦ ପରେ ଆମେରିକା ରଖିଲା ପ୍ରତିକ୍ରିୟା । ହ୍ୱାଇଟହାଉସ ମୁଖପାତ୍ର ଏନେଇ ରଖିଛନ୍ତି ପ୍ରତିକ୍ରିୟା । ସେ କହିଛନ୍ତି ଭାରତ ଓ ଆମେରିକା ସମ୍ପର୍କ ଆଗଭଳି ମଜବୁତ ରହିବ । ବୈଶ୍ୱିକ ପ୍ରସଙ୍ଗ ଉପରେ ଦୁଇ ଦେଶ ସହଭାଗୀତାରେ କାର୍ଯ୍ୟ କରିବେ । ବର୍ତ୍ତମାନର ମାମଲା ଉପରେ ନଜର ରଖାଯାଇଛି । ଏହାର ତଦନ୍ତ ଉପରେ ମଧ୍ୟ ନଜର ରଖିଛି ହ୍ୱାଇଟହାଉସ୍ । ଉଭୟ ଦେଶ ଏକାଠି ଏହି ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ରଖିଛି ଆମେରିକା । ଆମେରିକାର ସଦ୍ୟ ପତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ଯେ ଆଗକୁ ଆଦାନୀ ଗ୍ରୁପ ଉପରେ ହୋଇପାରେ କି କାର୍ଯ୍ୟାନୁଷ୍ଠାନ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us