ଗଂଜେଇ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣ । ଚିତ୍ରକୋଣ୍ଡା ଥାନାର ହୋମଗାର୍ଡ ଆହତ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ ପାପାରମେଟଲା ଥାନା ଲିମାତାଙ୍ଗୁଲ ଗାଁକୁ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇଥିଲା। ଗାଁରେ ପୋଲିସ ଚଢ଼ାଉ କରିଥିବା ଦେଖି ଲୋକମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ।

ZZKZþ}þ

କନକ ବ୍ୟୁରୋ : ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇ ଗୁରୁତର ହୋମଗାର୍ଡ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ ପାପାରମେଟଲା ଥାନା ଲିମାତାଙ୍ଗୁଲ ଗାଁକୁ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇଥିଲା। ଗାଁରେ ପୋଲିସ ଚଢ଼ାଉ କରିଥିବା ଦେଖି ଲୋକମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଗାଁ ଲୋକଙ୍କ ଆକ୍ରମଣରେ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି। ହୋମଗାର୍ଡ ଦେବେନ୍ଦ୍ର ରାଉତଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe