କନକ ବ୍ୟୁରୋ : କାର ଭିତରୁ ଜବତ ହେଲା ଗଂଜେଇ। କାର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୫୧ କେଜି ଗଞ୍ଜେଇ ଜବତ ହୋଇଛି । ଝାଡ଼ଖଣ୍ଡର ୨ଜଣଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଅବକାରୀ ବିଭାଗର ସ୍ଵତନ୍ତ୍ର ସ୍କ୍ବାଡ ରେଢ଼ାଖୋଲ-ବୌଦ୍ଧ ରାସ୍ତାରେ ଯାଞ୍ଚ କରିବା ସମୟରେ ଗାଡି ସହ ୫୧ କେଜି ଗଞ୍ଜେଇ ଜବତ କରିଛି । ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ସହ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଖୋଳତାଡ ଜାରି ରହିଛି ।
କାରର ସିକ୍ରେଟ ଚାମ୍ବର ଭିତରେ ଚଲାଣ ହେଉଥିଲା ଗଞ୍ଜେଇ, ମାଡି ବସିଲା ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଅବକାରୀ ବିଭାଗର ସ୍ଵତନ୍ତ୍ର ସ୍କ୍ବାଡ ରେଢ଼ାଖୋଲ-ବୌଦ୍ଧ ରାସ୍ତାରେ ଯାଞ୍ଚ କରିବା ସମୟରେ ଗାଡି ସହ ୫୧ କେଜି ଗଞ୍ଜେଇ ଜବତ କରିଛି । ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ସହ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଖୋଳତାଡ ଜାରି ରହିଛି ।
/kanak/media/media_files/2025/03/23/G1RpvBzgD58UIO0vKBVe.jpg)