ଜାନୁଆରୀ ପ୍ରଥମ ସପ୍ତାହରୁ ମିଳିବ ଗହମ ; ଯୋଗାଣମନ୍ତ୍ରୀଙ୍କ ସୂଚନା

ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ । ଏନେଇ ବିଭାଗ ତରଫ ରୁ ପ୍ରସ୍ତୁତି ଜାରି । କେଉଁ ଜିଲ୍ଲାରେ କେତେ ଆବଶ୍ୟକ ଗହମ ତାହାର ତାଲିକା ଦେବେ ଜିଲ୍ଲା ଅଧିକାରୀ । ଲୋକଙ୍କ ଚାହିଦା ହିସାବରେ ଦିଆଯିବ ଗହମ ।

1966666666

କନକ ବ୍ୟୁରୋ: ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ  । ଏନେଇ ବିଭାଗ ତରଫ ରୁ ପ୍ରସ୍ତୁତି ଜାରି । କେଉଁ ଜିଲ୍ଲାରେ କେତେ ଆବଶ୍ୟକ ଗହମ ତାହାର ତାଲିକା ଦେବେ ଜିଲ୍ଲା ଅଧିକାରୀ  । ଲୋକଙ୍କ ଚାହିଦା ହିସାବରେ ଦିଆଯିବ ଗହମ  । ଏନେଇ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା  । ଋକଣଉ ପ୍ରକ୍ରିୟା ଅନ୍ତିମ ପର୍ୟାୟରେ ପହଞ୍ଚିଛି । ପାଖାପାଖି ୮୫% ଲୋକଙ୍କ ସରିଲାଣି ଋକଣଉ । ୧୬ ଲକ୍ଷରୁ ଅଧିକ ହେଲାଣି ଅଯୋଗ୍ୟ ହିତାଧିକାରୀ  । ଆଉ ୧୫ ଦିନ ଭିତରେ ସରିବ ଋକଣଉ ପ୍ରକ୍ରିୟା  । ଏବଂ ଖୁବଶୀଘ୍ର ହିତାଧିକାରୀଙ୍କ ଗହମ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe