କନକ ବ୍ୟୁରୋ: ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ  । ଏନେଇ ବିଭାଗ ତରଫ ରୁ ପ୍ରସ୍ତୁତି ଜାରି । କେଉଁ ଜିଲ୍ଲାରେ କେତେ ଆବଶ୍ୟକ ଗହମ ତାହାର ତାଲିକା ଦେବେ ଜିଲ୍ଲା ଅଧିକାରୀ  । ଲୋକଙ୍କ ଚାହିଦା ହିସାବରେ ଦିଆଯିବ ଗହମ  । ଏନେଇ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା  । ଋକଣଉ ପ୍ରକ୍ରିୟା ଅନ୍ତିମ ପର୍ୟାୟରେ ପହଞ୍ଚିଛି । ପାଖାପାଖି ୮୫% ଲୋକଙ୍କ ସରିଲାଣି ଋକଣଉ । ୧୬ ଲକ୍ଷରୁ ଅଧିକ ହେଲାଣି ଅଯୋଗ୍ୟ ହିତାଧିକାରୀ  । ଆଉ ୧୫ ଦିନ ଭିତରେ ସରିବ ଋକଣଉ ପ୍ରକ୍ରିୟା  । ଏବଂ ଖୁବଶୀଘ୍ର ହିତାଧିକାରୀଙ୍କ ଗହମ ମିଳିବ ।