କନକ ବ୍ୟୁରୋ: ଆମେରିକାରେ ଭାରତୀୟ ବଂଶୋଦ୍ଭବ, AI ଗବେଷକ ସୁଚିର ବାଲାଜୀଙ୍କ ମୃତ୍ୟୁର ଏଫବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ମାଆ ପୂର୍ଣ୍ଣିମା ରାମାରାଓ । ସେ କହିଛନ୍ତି, ସୁଚିରଙ୍କ ଆପାର୍ଟମେଣ୍ଟରେ ରକ୍ତର ଚିହ୍ନ ଦେଖିବାକୁ ମିଳିଛି । ତେଣୁ ଏହା ଏକ ହତ୍ୟାକାଣ୍ଡ । ପୁଲିସ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ସୁଚିରଙ୍କ ମାଆ କହିଛନ୍ତି, ତଦନ୍ତ ଅଧିକାରୀ ଠିକ୍ ଭାବେ ତଦନ୍ତ ନକରି ଏହାକୁ ଆତ୍ମହତ୍ୟା କହୁଛନ୍ତି । ତେଣୁ ସେ ମାମଲାର ଏଫବିଆଇ ତଦନ୍ତ ଦାବି କରିଛନ୍ତି। ଗତ ନଭେମ୍ବର
ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ । FBI ତଦନ୍ତ ଦାବି କଲେ ପରିବାର ଲୋକେ ।
AI ଗବେଷକ ସୁଚିର ବାଲାଜୀଙ୍କ ମୃତ୍ୟୁର ଏଫବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ମାଆ ପୂର୍ଣ୍ଣିମା ରାମାରାଓ । ସୁଚିରଙ୍କ ଆପାର୍ଟମେଣ୍ଟରେ ରକ୍ତର ଚିହ୍ନ ଦେଖିବାକୁ ମିଳିଛି। ତେଣୁ ଏହା ଏକ ହତ୍ୟାକାଣ୍ଡ ।
/kanak/media/media_files/2024/12/31/lEg2pTPjFa7H1FdNHZv1.jpg)