ଦୀପାବଳିରେ କଣ ରହିଛି ପୂଜାବିଧି: କଣ ଶୁଭ, କଣ ଅଶୁଭ?

ଆଜି ଆଲୋକର ପର୍ବ ଦୀପାବଳି। ଘରେ ଘରେ ଦୀପ ପ୍ରଜ୍ୱଳିତ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯାଏ । ଏହି ଦିନ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରିବାର ପରମ୍ପରା ରହିଛି । ବିଶେଷ କରି ଉତ୍ତର ଓ ପୂର୍ବ ଭାରତରେ ଶ୍ରୀ ଗଣେଷ ଓ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ।

sqsq

କନକ ବ୍ୟୁରୋ: ଆଜି ଆଲୋକର ପର୍ବ ଦୀପାବଳି। ଘରେ ଘରେ ଦୀପ ପ୍ରଜ୍ୱଳିତ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯାଏ । ଏହି ଦିନ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରିବାର ପରମ୍ପରା ରହିଛି । ବିଶେଷ କରି ଉତ୍ତର ଓ ପୂର୍ବ ଭାରତରେ ଶ୍ରୀ ଗଣେଷ ଓ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଗଣେଷ ଓ ଲକ୍ଷ୍ମୀ ସମୃଦ୍ଧି ଓ ଧନର ଦେବତା ହୋଇଥିବାରୁ ଦୀପାବଳିରେ ଗଣେଷ ଓ ଲକ୍ଷ୍ମୀଙ୍କ ଆବାହନ କରାଯାଏ । ଏବେ ଓଡ଼ିଶାରେ ବି ଦୀପାବଳିରେ ଘରେ ଗଣେଷ ଓ ମାଆ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଉଛି । ତେବେ ଘରେ କିଭଳି କରିବେ ପୂଜା କଣ ରହିଛି ପୂଜାର୍ଚ୍ଚନାର ସଠିକ୍ ବିଧି ଏହି ବିଷୟରେ ଆଲୋଚନା ।

ଶୁଭ ଦୀପାବଳି
କ’ଣ ରହିଛି ପୂଜା ବିଧି?
ଗଣେଶ ଓ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ
ଅଖଣ୍ଡ ଦୀପ ଜଳାନ୍ତୁ
ପୂର୍ବ କିମ୍ବା ଉତ୍ତରକୁ ମୁହଁ କରି ପୂଜା କରନ୍ତୁ 
ଗଙ୍ଗା ଜଳ ଛିଞ୍ଚି ପୂଜା କରନ୍ତୁ
ଗଣେଶଙ୍କୁ ଗଙ୍ଗା ଜଳରେ ସ୍ନାନ କରାନ୍ତୁ
ମା’ ଲକ୍ଷ୍ମୀଙ୍କୁ ମଧ୍ୟ ଗଙ୍ଗା ଜଳରେ ସ୍ନାନ କରାନ୍ତୁ
ମଥାରେ ତିଳକ ଲଗାନ୍ତୁ
ଗଣେଣ ଓ ମା’ ଲକ୍ଷ୍ମୀଙ୍କ ମନ୍ତ୍ର ପଢନ୍ତୁ
ପୂଜା ଶେଷରେ ମା’ ଲକ୍ଷ୍ମୀଙ୍କ ଆଳତି କରନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe