କନକ ବ୍ୟୁରୋ : ଘଣ୍ଟାଏବର୍ଷାରେବ୍ରହ୍ମପୁରସହରରଅବସ୍ଥାବେହାଲ।ଅଧିକାଂଶସାହିଓମୁଖ୍ୟରାସ୍ତାରେଆଣ୍ଠୁଏଆଣ୍ଠୁଏନର୍ଦ୍ଦମାପାଣିଜମିରହୁଛି।ସହରରେଏସମସ୍ୟାଦୀର୍ଘବର୍ଷଧରିଲାଗିରହିଥିଲେହେଁକେବଳଅଘଟଣସମୟରେପ୍ରଶାସନରତତ୍ପରତାଦେଖିବାକୁମିଳିଥାଏ।ଆଉପରେଯାହାକୁତାହା।ଡ୍ରେନେଜ୍ସମସ୍ୟାରସ୍ଥାୟୀସମାଧାନକେବେବୋଲିପ୍ରଶ୍ନକରିଛନ୍ତିବ୍ରହ୍ମପୁରବାସୀ।
ବର୍ଷାଦିନେସାହିଗଳି, ମୁଖ୍ୟରାସ୍ତାରେନର୍ଦ୍ଦମାପାଣିଲହଡ଼ାମାରୁଛି।ଜୟପ୍ରକାଶନଗର, ଗାନ୍ଧିନଗର, ଟାଟାବେଞ୍ଜ, ଧର୍ମନଗରଓମହାନଗରନିଗମକାର୍ଯ୍ୟାଳୟସାମ୍ନାରେଆଣ୍ଠୁଏଲେଖାଏଁନର୍ଦ୍ଦମାପାଣିଜମିଯାଉଛି।ସହରତଳିଅଞ୍ଚଳକଥାନକହିବାଭଲ।ଗତ୫ବର୍ଷରେମୁକୁଳାନାଳରେପଡିଦୁଇନରୀହଶିଶୁରଜୀବନମଧ୍ୟଯାଇଛି।କିନ୍ତୁଏଯାଏଁସ୍ଥାୟୀସମାଧାନହୋଇନାହିଁ।ଅସଂଯୋଜିତସହରରେଜଳନିଷ୍କାସନପାଇଁସଂଯୋଜିତବ୍ୟବସ୍ଥାନଥିବାରୁଏଭଳିପରିସ୍ଥିତିଉପୁଜିଥିବାଅଭିଯୋଗହୋଇଛି।
ବ୍ରହ୍ମପୁରରପ୍ରମୁଖସମସ୍ୟାକହିଲେପାନୀୟଜଳ, ଟ୍ରାଫିକଓଡ୍ରେନେଜସମସ୍ୟା।ଏସବୁସମସ୍ୟାଆଜିକାଲିରନୁହେଁ।ବ୍ରହ୍ମପୁରମହାନଗରନିଗମପକ୍ଷରୁକରାଯାଇଥିବାନାଳନର୍ଦ୍ଦମାବ୍ୟବସ୍ଥିତଢଙ୍ଗରେହୋଇନଥିବାରୁଏଭଳିସ୍ଥିତିରସାମ୍ନାକରିବାକୁପଡୁଥିବାକହିଛନ୍ତିବୁଦ୍ଧିଜୀବୀ।ଅଘଟଣପରେପ୍ରଶାସନପକ୍ଷରୁମୁକୁଳାନାଳଗୁଡିକନିକଟରେସୂଚନାଫଳକଲଗାଇଚୂପବସିଯାଇଛିବ୍ରହ୍ମପୁରମହାନଗରନିଗମ। ବ୍ରହ୍ମପୁରସହରସ୍ମାର୍ଟସିଟିଦୌଡରେରହିଥିବାବେଳେଅମୃତଯୋଜନାରେଅନ୍ତର୍ଭୁକ୍ତହୋଇସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/ZjQPBOcbM5mzVr0pn638.jpg)