କାଠଯୋଡ଼ିରେ ହଠାତ୍ ବଢ଼ିଗଲା ଜଳସ୍ତର ; ମଝି ନଈରେ ଫସିଗଲେ ଗୋରୁ

Advertisment

ହଠାତ୍‌ କାଠଯୋଡ଼ି ନଦୀରେ ପାଣି ବଢ଼ି ଯିବାରୁ ଫସି ଯାଇଛନ୍ତି ଗୋରୁ ପଲ । ତ୍ରିଶୁଳିଆ ବ୍ରିଜ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଗୋରୁପଲ ଫସି ରହିଥିବାର ଖବର ସାମ୍ନାକୁ ଆସିଛି । 

ହଠାତ୍‌ କାଠଯୋଡ଼ି ନଦୀରେ ପାଣି ବଢ଼ି ଯିବାରୁ ଫସି ଯାଇଛନ୍ତି ଗୋରୁ ପଲ । ତ୍ରିଶୁଳିଆ ବ୍ରିଜ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଗୋରୁପଲ ଫସି ରହିଥିବାର ଖବର ସାମ୍ନାକୁ ଆସିଛି । 

01

କନକ ବ୍ୟୁରୋ : ହଠାତ୍ ନଦୀରେ ମାଡ଼ି ଆସିଲା ପାଣି । ନଈ ମଝିରେ ଥିବା ଟାପୁରେ ଫସିଗଲେ ଗୋରୁ ପଲ । କଟକ ତ୍ରିଶୁଳିଆ ନିକଟରେ ଘଟିଛି ଏଭଳି ଘଟଣା । ହଠାତ୍‌ କାଠଯୋଡ଼ି ନଦୀରେ ପାଣି ବଢ଼ି ଯିବାରୁ ଫସି ଯାଇଛନ୍ତି ଗୋରୁ ପଲ । ତ୍ରିଶୁଳିଆ ବ୍ରିଜ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଗୋରୁପଲ ଫସି ରହିଥିବାର ଖବର ସାମ୍ନାକୁ ଆସିଛି । 

ଚରିବାକୁ ଯାଉଥିବାବେଳେ ୨୦ରୁ ଅଧିକ ଗାଈ ପଲ କାଠଯୋଡ଼ି ମଧ୍ୟରେ ଫସି ଯାଇଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଏବେ ଗୋରୁଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe