ବଢୁଛି ହୀରାକୁଦର ଜଳସ୍ତର, ଖୋଲିଲା ୪ଟି ଗେଟ୍

Advertisment

ଏପଟେ ଲଘୁଚାପ ବର୍ଷା ପାଇଁ ବେହାଲ ସୁନ୍ଦରଗ । ଧୋଇଲା ରାସ୍ତା, ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ।

ଏପଟେ ଲଘୁଚାପ ବର୍ଷା ପାଇଁ ବେହାଲ ସୁନ୍ଦରଗ । ଧୋଇଲା ରାସ୍ତା, ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ।

ଖୋଲିଲା ହୀରାକୁଦର ୪ ଗେଟ୍‌

ଖୋଲିଲା ହୀରାକୁଦର ୪ ଗେଟ୍‌ Photograph: (KanakNews)

କନକ ବ୍ୟୁରୋ: ଖୋଲିଲା ହୀରାକୁଦର ୪ଟି ଗେଟ୍‌ । ଜଳସ୍ତର ବୃଦ୍ଦି ପାଉଥିବାରୁ ଖୋଲିଲା ଗେଟ୍ । ୨୪ ଘଣ୍ଟା ମଧ୍ୟରେ ୩ ଫୁଟ ବଢିଛି ହୀରାକୁଦର ଜଳସ୍ତର । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦ ଦଶମିକ ୩୭ ଫୁଟ ରହିଛି ।

ଡ୍ୟାମକୁ ୨ ଲକ୍ଷ ୨୫ ହଜାର ୩୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୪ ହଜାର ୭୫୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । କ୍ୟାଚମେଣ୍ଟ ଅଂଚଳରେ ପ୍ରବଳ ବର୍ଷା ପାଇଁ ଆଜି ହୀରାକୁଦ ଗେଟ ଖୋଲାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe