କନକ ବ୍ୟୁରୋ: ଖୋଲିଲା ହୀରାକୁଦର ୪ଟି ଗେଟ୍ । ଜଳସ୍ତର ବୃଦ୍ଦି ପାଉଥିବାରୁ ଖୋଲିଲା ଗେଟ୍ । ୨୪ ଘଣ୍ଟା ମଧ୍ୟରେ ୩ ଫୁଟ ବଢିଛି ହୀରାକୁଦର ଜଳସ୍ତର । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦ ଦଶମିକ ୩୭ ଫୁଟ ରହିଛି ।
ଡ୍ୟାମକୁ ୨ ଲକ୍ଷ ୨୫ ହଜାର ୩୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୪ ହଜାର ୭୫୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । କ୍ୟାଚମେଣ୍ଟ ଅଂଚଳରେ ପ୍ରବଳ ବର୍ଷା ପାଇଁ ଆଜି ହୀରାକୁଦ ଗେଟ ଖୋଲାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/23/hirakud-dam-2025-08-23-11-38-45.jpg)