ହୀରାକୁଦରେ କ୍ରାଷ୍ଟ ଗେଟ୍ ଦେଇ ପାଣି ଲିକ୍‌ । ଡ୍ୟାମରେ ୬୩୦ଫୁଟ ପାଣି, ସମସ୍ତ ଗେଟ୍ ବନ୍ଦ ରହିଛି ।

Advertisment

ଉଛୁଳୁଛି ହୀରାକୁଦ । କ୍ରାଷ୍ଟ ଗେଟ୍ ଦେଇ ପାଣି ଲିକ୍‌ । ଜଳଭଣ୍ଡାରରେ ୬୩୦ଫୁଟ ପାଣି ରହିଥିବାବେଳେ ସମସ୍ତ ଗେଟ୍ ରହିଛି ବନ୍ଦ । ଯନ୍ତ୍ରୀ କହିଲେ ପବନ ଯୋଗୁଁ ଏପରି ହେଉଛି ।

Updated On

ଉଛୁଳୁଛି ହୀରାକୁଦ । କ୍ରାଷ୍ଟ ଗେଟ୍ ଦେଇ ପାଣି ଲିକ୍‌ । ଜଳଭଣ୍ଡାରରେ ୬୩୦ଫୁଟ ପାଣି ରହିଥିବାବେଳେ ସମସ୍ତ ଗେଟ୍ ରହିଛି ବନ୍ଦ । ଯନ୍ତ୍ରୀ କହିଲେ ପବନ ଯୋଗୁଁ ଏପରି ହେଉଛି ।

ଅଦ୍ୟତନ ହୋଇଛି
16୍େ୍େ

କନକ ବ୍ୟୁରୋ:  ଉଛୁଳୁଛି ହୀରାକୁଦ। କ୍ରାଷ୍ଟ ଗେଟ୍ ଦେଇ ହେଉଛି ପାଣି ଲିକ୍‌। ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୩୦ଫୁଟ ପାଣି ରହିଥିବାବେଳେ ସମସ୍ତ ଗେଟ୍ ବନ୍ଦ ଅଛି । ଫଳରେ ଉପରୁ ପାଣି ଉଛୁଳୁଛି । ଆଉଟ ଫ୍ଲୋ’ ଓ ଇନ୍-ଫ୍ଲୋ’ ସମାନ ରହିଥିବାବେଳେ ପାଣି ଉଛୁଳୁଥିବା ପ୍ରଥମ କରି ଦେଖିବାକୁ ମିଳିଛି । ବର୍ତ୍ତମାନ ଉପରମୁଣ୍ଡରୁ ୪୧ ହଜାର କ୍ୟୁସେକ୍ ପାଣି ଆସୁଥିବାବେଳେ ସମସ୍ତ ଗେଟ୍ ବନ୍ଦ ଫଳରେ ପାଣି ଉଛୁଳୁଥିବା କୁହାଯାଉଛି । ହେଲେ ଏହା ପବନ ଯୋଗୁଁ ଏମିତି ହୋଇଥିବା କହିଛନ୍ତି ମୁଖ୍ୟଯନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe