କନକ ବ୍ୟୁରୋ : ଅନୁଗୁଳରେ ବ୍ୟାପିଲା ଝାଡ଼ାବାନ୍ତି, କଣିହାଁ ବ୍ଲକ ଗହମ ଗାଁରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ । ୱାଟର ସପ୍ଲାଇ ପାଣି ପିଇ ଲୋକମାନେ ଆକ୍ରାନ୍ତ ହେବା ନେଇ ସନ୍ଦେହ ବଢିଛି । ଡାକ୍ତରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପାଣି ନମୁନା ପରୀକ୍ଷା କରିଛନ୍ତି । କାହିଁକି ଓ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଛି ତାର କାରଣ ଖୋଜୁଛି ଏହି ଡାକ୍ତରୀ ଟିମ୍ ।
ଅନୁଗୁଳରେ ଡାଇରିଆ ଆତଙ୍କ ! ୱାଟର ସପ୍ଲାଇ ପାଣି ପିଇ ଶତାଧିକ ଲୋକ ଆକ୍ରାନ୍ତ ଅଭିଯୋଗ
ୱାଟର ସପ୍ଲାଇ ପାଣି ପିଇ ଲୋକମାନେ ଆକ୍ରାନ୍ତ ହେବା ନେଇ ସନ୍ଦେହ ବଢିଛି । ଡାକ୍ତରୀ ଟିମ୍ ଘଟଣା ସ୍ଥଳରେ ପହଁଚି ପାଣି ନମୁନା ପରୀକ୍ଷା କରିଛନ୍ତି ।
/kanak/media/media_files/2025/04/05/nJi58iuVI8hIzxPKP3IZ.jpg)